Latest Odisha News

BREAKING NEWS

ଭଲ ଖବର: ଚିହ୍ନଟ ହେଉଛନ୍ତି କମ୍ କରୋନା ଆକ୍ରାନ୍ତ, ସୁସ୍ଥ ଅଧିକ

ନୂଆଦିଲ୍ଲୀ: କରୋନା ଦେଶରେ କାୟା ବିସ୍ତାର କରିଛି । ଏବେ ପାଖାପାଖି ଲକ୍ଷେ ଲୋକ ସଂକ୍ରମିତ ହେଉଛନ୍ତି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଏଣିକି ପ୍ରତିଦିନ ପଜିଟିଭ୍ କମ୍ ବାହାରୁଛନ୍ତି ଓ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଗତ ପାଞ୍ଚ ଦିନରେ ଦେଶରେ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ପରଲୋକରେ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ମୁମ୍ବାଇ: ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର । ଆଖି ବୁଜିଲେ ଆଉ ଜଣେ ଅଭିନେତା । ସୁପରହିଟ୍ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିବା ଭୂପେଶ ପାଣ୍ଡ୍ୟାଙ୍କ ପରଲୋକ ହୋଇଛି । ବହୁ ଦିନ ଧରି ସେ ଫୁସ୍‌ଫୁସ୍ କ୍ୟାନ୍‌ସରରେ ପୀଡିତ ଥିଲେ । ସେ କ୍ୟାନ୍‌ସର ଷ୍ଟେଜ-୪ ରେ ଥିଲେ । ଗତକାଲି ତାଙ୍କ…

ସୁରତ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ଲେବାନନ ଭଳି ବିସ୍ଫୋରଣ

ସୁରତ: ଗୁଜରାଟର ସୁରତରେ ଲେବନନ୍ ଭଳି ବିସ୍ଫୋରଣ। ଜାହିରା ସ୍ଥିତ ଓଏନସିଜି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ଓଏନସିଜି ପ୍ଲାଣ୍ଟର ଦୁଇଟି ଟର୍ମିନାଲରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଛି । ଭୋର ସାଢେ ୩ଟା ବେଳେ ହଠାତ ପାଇପଲାଇନରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୪-୯-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ୨୪ ରିଖ ଗୁରୁବାର କନ୍ୟା ୯ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ।   ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର     ଘାତ ବାର-: ତୁଳା ଓ କୁମ୍ଭ ରାଶିର…

IPL ମହାସମର: କୋଲକାତାକୁ ୪୯ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଆଇପିଏଲ୍ ଲଢ଼େଇରେ କୋଲକାତା ନାଇଟ ରାଇଡର୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ବିସ୍ଫୋରକ ୮୦ ରନ୍ ଓ ଦ୍ରୁତ ବୋଲର ଓ୍ୱିକେଟ ଖସାଇବାରୁ ୪୯ ରନରେ ବିଜୟୀ ହୋଇଛି ମୁମ୍ବାଇ । କୋଲକାତା ପଦାର୍ପଣ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିବା ବେଳେ ମୁମ୍ବାଇ ଦୁଇଟି ମ୍ୟାଚରୁ…

IPLରେ ରୋହିତ ଶର୍ମା ମାରିଲେଣି ୨୦୦ଟି ଛକା

ଆବୁଧାବି: ଆଇପିଏଲରେ ପୁଣି ଧୂଆଁଧାର ଇନିଂସ ଖେଳିଛନ୍ତି ହିଟମ୍ୟାନ୍ ତଥା ମୁମ୍ୱାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ ଶର୍ମା । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଚଳିତ ସିଜିନରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ୫୪ ବଲରେ ବିସ୍ଫୋରକ ୮୦ ରନ୍ ପିଟିଛନ୍ତି । ଏହା ଭିତରେ…

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି, କରୋନାରେ ଥିଲେ ସଂକ୍ରମିତ

ନୂଆଦିଲ୍ଲୀ: ଦେଶ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି । ଆଜି ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସୁରେଶ ଅଙ୍ଗଦି କରୋନା ସଂକ୍ରମିତ ହୋଇଥିଲେ । ସେପ୍ଟେମ୍ବର ୧୧…

ବିଜେଡି ଯୁବ ବାହିନୀର ନୂଆ କର୍ମକର୍ତ୍ତା, ଏମାନଙ୍କ ନାଁରେ ମୋହର ମାରିଲେ ସୁପ୍ରିମୋ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ନିଯୁକ୍ତିକୁ ଅନୁମୋଦନ । ତାଲିକା ଘୋଷଣା ହୋଇଛନ୍ତି । ନୂଆ କର୍ମକର୍ତ୍ତାଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ଜିଲ୍ଲା ସଭାପତିଙ୍କ ନିଯୁକ୍ତିକୁ ବି ସଭାପତି ମଞ୍ଜୁରୀ ଦେଇଛନ୍ତି । ବୈକୁଣ୍ଠ ନାୟକ…

ଗପ: ଭୂତ

✍️ଶ୍ରୀୟା                                                                      "ଭୂତ ଭୂତ ଭୂତ ! ବାରି ଆଡ଼େ ସନା ଭୂତ ଦେଖିଛି !" ଆମେ ଚମକି ପଡ଼ିଲୁ ! କାକାଙ୍କ ଦେହତ୍ୟାଗ କରିବାର ମାସଟିଏ ପୁରି ନଥାଏ । ଏତଦବ୍ୟତୀତ ସନା ବି ଅନେକ ଥର ଆମକୁ କହିଛି , ସତେ ଯେମିତି କେହି…

ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ଅଧିକ ଲୋକ ଆରୋଗ୍ୟ ଲାଭ ବି କରୁଛନ୍ତି । ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪ ହଜାର ୫୨ କରୋନା ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୨୮ ଜିଲ୍ଲାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୬ ଜିଲ୍ଲାରୁ…