Latest Odisha News

BREAKING NEWS

ଜନ୍ମଦିନ ଅବସରରେ ଜାଣନ୍ତୁ, ହିଟମ୍ୟାନ୍ ରୋହିତଙ୍କ ପ୍ରେମ କାହାଣୀ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଉପ-ଅଧିନାୟକ ରୋହିତ ଶର୍ମା କ୍ରିକେଟ ପଡ଼ିଆରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ପ୍ରେମ କାହାଣୀ ମଧ୍ୟ କୌଣସି ଫିଲ୍ମ ଷ୍ଟୋରୀଠାରୁ କମ୍ ନୁହେଁ । ହିଟମ୍ୟାନ ରୋହିତଙ୍କ ଜନ୍ମ ଦିନ(ଡିସେମ୍ବର ୧୩)ରେ ଆସନ୍ତୁ ଜାଣିବା ତାଙ୍କ ଲଭ ଷ୍ଟୋରୀ ।…

ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଶୁକ୍ରବାର ଦିନ ଓଲ୍ଡ ଟାଉନ୍ ନିକଟସ୍ଥ ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ବିଭିନ୍ନ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଏହି ସ୍କ୍ୱାଡ୍ ଲିଙ୍ଗରାଜ ମନ୍ଦିରର ଦକ୍ଷିଣ…

ନଦୀରୁ ଉଦ୍ଧାର ହେଲା ଶାଙ୍କୁଚ ମାଛ

କଟକ: କଟକ ଜିଲ୍ଲା ନିଆଳି ବ୍ଲକ୍ତ ଅନ୍ତର୍ଗତ ବିଳାଶୁଣି କନ୍ଦଳ ନଦୀରୁ ଶୁକ୍ରବାର ଦିନ ମାଛ ଧରିବା ବେଳେ ଜାଲରୁ ଏକ ବିଶାଳକାୟ ଶାଙ୍କୁଚ ମାଛକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ କିଛି ମତ୍ସଜୀବୀ ବାଲିକୁଦ ଘାଟରେ କୁଡିମୁହା ପୋଲ ପାଖରେ ମାଛ ଧରୁଥିବା ବେଳେ ତାଙ୍କ…

ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ: ବିସିସିଆଇ ମୁଖ୍ୟ ଭାବେ ବାରବାଟୀ ଷ୍ଟାଡିୟମ୍ ଆସିବେ ଗାଙ୍ଗୁଲି

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ ଏକପ୍ରକାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଆହୁରି ମଧ୍ୟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏହି ଦିନିକିଆ…

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତ ହୋଇପାରେ ବାତିଲ !

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିକଟରେ ଭାରତ ଗସ୍ତରେ ଆସିବାକୁ ଥିବାବେଳେ ସେ ଏହି ଗସ୍ତକୁ ବାତିଲ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଆସାମର ଗୌହାଟୀରେ ପ୍ରଧାନମନ୍ତ୍ରୀ ଆବେ ଓ ମୋଦିଙ୍କର ସାକ୍ଷାତ ହେବାକୁ ଥିବାବେଳେ ନାଗରିକତା ସଂଶୋଧନ ବିଲକୁ ନେଇ…

ଇଭିଏମରେ ସିଲ୍ ହେଲା ୩୦୯ ପ୍ରାର୍ଥୀଙ୍କ ଭାଗ୍ୟ; ତୃତୀୟ ପର୍ଯ୍ୟାୟରେ ୬୧.୧୯ % ମତଦାନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭା ଲାଗି ଗୁରୁବାର ଦିନ ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ମୋଟ ୧୭ଟି ଆସନ ଲାଗି ମତଦାନ ହୋଇଥିବା ବେଳେ ୬୧.୧୯ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ନେଇ ଝାଡ଼ଖଣ୍ଡ ନିର୍ବାଚନ କମିଶନ ଅଧିକାରୀଙ୍କଠାରୁ ସୂଚନା ମିଳିଛି । विधानसभा चुनाव…

ଟ୍ରକକୁ ପଛରୁ ପିଟିଲା ବାଇକ୍, ୩ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ କୁହ୍ଲିଆଜର ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ଏକ ବିବାହ ଭୋଜିରେ ଯୋଗଦେଇ ସମ୍ପୃକ୍ତ ବ୍ୟକ୍ତିମାନେ ଏକ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ କୌଣସି…

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଗୁରୁବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ପ୍ରଦାନ କରିଛନ୍ତି। ସୋମବାର ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିବା ବେଳେ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ…

ଫ୍ରାଇଡେ୍ ରିଲିଜ୍: ପରଦାକୁ ଆସିଲା ରାଣୀଙ୍କ ‘ମର୍ଦାନୀ ୨’

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ କମବ୍ୟାକ୍ କରିଛନ୍ତି ରାଣୀ ମୂଖାର୍ଜୀ । ତାଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ମର୍ଦାନୀ ୨’ ଶୁକ୍ରବାର ଦିନ ବଡ ପରଦାରେ ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ରାଣୀ ଜଣେ ଦବଙ୍ଗ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ…

ଶ୍ରୀମନ୍ଦିର ସିଂହଦ୍ୱାରରେ କେଉଁ ବିଶେଷ କାରଣରୁ ଅଛନ୍ତି ପତିତପାବନ; ଜାଣନ୍ତୁ…

ପୁରୀ: ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ପତିତପାବନ ନାମରେ ନାମିତ । ଶ୍ରୀକ୍ଷେତ୍ର ପାବନ ପୀଠରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ଭକ୍ତ ଯେତିକି ପୁଣ୍ୟ ଅର୍ଜନ କରିଥାଏ ଶ୍ରୀମନ୍ଦିର ପ୍ରବେଶ ଦ୍ୱାର ଗୁମୁଟରେ ପ୍ରତିଷ୍ଠିତ ପତିତପାବନଙ୍କୁ ଦର୍ଶନ କରି ଅକ୍ଷୟ ପୂଣ୍ୟର ଅଧିକାରୀ ହୁଏ ।…