Latest Odisha News

BREAKING NEWS

ଜୁଲାଇରେ ବସିବନି ବିଧାନସଭାର କୌଣସି କମିଟି ବୈଠକ

ଭୁବନେଶ୍ୱର: ଜୁଲାଇ ମାସରେ ହେବନି ବିଧାନସଭାର କୌଣସି ବି ବୈଠକ । କରୋନା ମହାମାରୀର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ କମିଟିର ବୈଠକକୁ ବାତିଲ କରାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଗତ ମାସରେ ବିଭିନ୍ନ କମିଟିର ବୈଠକ ହୋଇଥିଲା । ହେଲେ ଆଗକୁ ହେବାକୁ…

ଶିଶୁ ଭବନରେ କରୋନା; ବନ୍ଦ ହେଲା ଆଉଟଡୋର

କଟକ: ଓଡ଼ିଶାର ପ୍ରାଥମିକ ଶିଶୁ ଚିକିତ୍ସାଳୟ ଶିଶୁ ଭବନରୁ ରବିବାର ଦିନ ଏକ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଏହାକୁ ବନ୍ଦ କରିଦିଆଯାଇଛି। ଶିଶୁ ଭବନର ଅଧୀକ୍ଷକ ଡ. ସରୋଜ ଶତପଥୀ ଦେଇଥିବା ସୁଚନା ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଶିଶୁ ଭବନର ଆଉଟଡୋର…

୪ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଗଞ୍ଜାମ ଜିଲ୍ଲାପାଳ

ବୁଗୁଡା: କୋଭିଡ-୧୯ କାର୍ଯ୍ୟରେ ନିୟୋଜିତ ଥାଇ ମୃତ୍ୟୁ ବରଣ କରିଥିବା ଗଞ୍ଜାମ ଜିଲ୍ଲାର ଜଣେ ଅଙ୍ଗନବାଡି କର୍ମୀ, ଦୁଇ ଜଣ ଶିକ୍ଷକ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଗତ କାଲି କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଳାପାଳ ବିଜୟା ଅମୃତ କୁଲାଙ୍ଗେ। ମୃତକ ପାଇଁ ଦୁଃଖ ପ୍ରକାଶ କରିବା…

କରୋନା ଡେଥ୍ ଲିଷ୍ଟରେ ସାମିଲ ହେଲା ଆଉ ଏକ ଜିଲ୍ଲା: ମୃତ୍ୟୁ ସଂଖ୍ୟା ୩୮ କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବିଗୁଡୁଛୁ ପରିସ୍ଥିତି । ସୋମବାର ଆଉ ୨ ଜଣଙ୍କ ମୁଣ୍ଡ ନେଇଛି କରୋନା । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଯାଜପୁରରେ ପ୍ରଥମ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତିଙ୍କ ବୟସ ୬୪ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପୀଡିତ ଥିଲେ। ଏହାସହ ଆଉ ଏକ ନୂଆ…

ନିରୀହ ଜନ୍ତୁଙ୍କ ମାଂସ କାରୋବାର କରି ରୋଗ କିଣୁଛି ଚୀନ : ଭୟ ସୃଷ୍ଟି କରାଉଛି ବ୍ୟୁବୋନିକ୍ ପ୍ଲେଗ୍‌

ବେଜିଂ: ଚୀନ ଲୋକଙ୍କ ନିରୀହ ଜନ୍ତୁଙ୍କୁ ମାରି ଖାଇବା ପ୍ରବୃତି ଏବେ ମାଂସ କାରୋବାରକୁ ସେଠାରେ ବଢ଼ାଇଦେଇଛି । ଆୟ କରିବା ଲୋଗରେ ଗୋଟିଏ ପରେ ଗୋଟିଏ ରୋଗ କିଣୁଛନ୍ତି ଚୀନବାସୀ । କରୋନା ମହାମାରୀ ଯାଇ ନ ଥିବା ବେଳେ ସେଠାରେ ଏବେ ମାରାତ୍ମକ ବ୍ୟୁବୋନିକ୍ ପ୍ଲେଗ୍ ରୋଗ ଦେଖାଦେଇଛି । ୨୭ ଓ ୧୭…

ଆଉ ୪୫୬ ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ ସାଢ଼େ ୯ ହଜାର ଟପିଲା କରୋନା ମାମଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୫୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି ।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।…

ଲୁହ ଯେଉଁଠି କଥା କୁହେ…

ସବୁବେଳେ ପଚାରିଥିଲି କେବେ ଡାକୁଚ, ଆଉ ଇଚ୍ଛା ଥିଲା ଯୋଉ ତୁଳସୀ ପତ୍ର ଜୟଦେବ ଭବନ ସମ୍ମୁଖରେ ଥିବା ଜଗନ୍ନାଥ ସୂଚନା କେନ୍ଦ୍ରରେ ଦେଇ ଆସେ ଶ୍ରୀ ମନ୍ଦିରରେ ଲାଗିବା ପାଇଁ ତାକୁ ସିଧା ସାଇକେଲରେ ନେଇ ମନ୍ଦିରରେ ଦେବି ବୋଲି। ହେଲେ ବହୁଦିନ ବିତିଗଲେ ମଧ୍ୟ ସେ ମୁହୁର୍ତ୍ତ ଆସିଲାନି।…

[ଭିଡ଼ିଓ]: ମାଙ୍କଡ଼ ଶିକାର ପାଇଁ ଗଛରେ ଚଢିଲା ବାଘ, ତାପରେ କ’ଣ ହେଲା ଦେଖନ୍ତୁ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନେକ ସମୟରେ ମଜାଦାର ଭିଡ଼ିଓ ମାନ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏପରି ଏକ ଭିଡ଼ିଓ ଯାହାକୁ ଦେଖି ଆପଣଙ୍କ ନିଶ୍ୱାସ କିଛି ସମୟ ପାଇଁ ଅଟକି ଯିବ । ହୃଦୟର ସ୍ପନ୍ଦନ ବଢିଯିବ । ଏହି ଭିଡ଼ିଓଟି ହେଉଛି ଏକ ମାଙ୍କଡ଼ ଓ ବାଘର। ଜଣେ ଖାଦ୍ୟ…

ରୋଷେଇ ଘରୁ ଉଦ୍ଧାର ହେଲା ୨୪ ଟି ନାଗ ଛୁଆ

ଯାଜପୁର: ଯାଜପୁରରୁ ଉଦ୍ଧାର ହୋଇଛି ୨୪ ଟି ନାଗ ସାପ ଛୁଆ।ମିଳିଥିବା ସୂଚନାନୁସାରେ, ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ପଙ୍କପାଳ ଗ୍ରାମର ମହେଶ୍ଵର ରାୟ ଙ୍କ ରୋଷେଇ ଘରୁ ଉଦ୍ଧାର ହୋଇଛି ୨୪ଟି ନାଗ ସାପ ଛୁଆ। ସୂଚନା ମୁତାବକ ମହେଶ୍ଵର ଙ୍କ ରୋଷେଇ ଘରେ ଗତ ୨ ଦିନ ହେବ ନାଗ ସାପ ଛୁଆ…

କରୋନା କ୍ରିଏଟିଭିଟି : ଅନନ୍ୟା ନାୟକଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…