ମୋବାଇଲ ଫୋନକୁ କାନରେ ଚାପିଧରି କଥା ହେଉଥିଲେ ହୋଇଯାଆନ୍ତୁ ସାବଧାନ !
ଭୁବନେଶ୍ୱର: ମୋବାଇଲ ସହ ଆମେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଗଲେଣି । ଆମ ଜୀବନର ଏହାଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହାର ବ୍ୟବହାର ଜୀବନକୁ ଯେତିକି ସରଳ କରି ଦେଉଛି ସ୍ୱାସ୍ଥ୍ୟ ପାଇଁ ସେତିକି ହାନିକାରକ ମଧ୍ୟ ସାବ୍ୟସ୍ଥ ହେଉଛି ।
ଆମେ ଅଧିକାଂଶ ସମୟ ମୋବାଇଲ ଫୋନକୁ କାନରେ…