କରୋନା ସଂକ୍ରମଣ: ପିଓକେରେ ୫୨ ପାକ୍ ସୈନିକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ପାକ୍ ଅଧିକୃତ କାଶ୍ମୀର ଏବଂ ଗିଲଗିଟ୍-ବାଲତିସ୍ତାନରେ ନିୟୋଜିତ ପାକ୍ ସୈନିକଙ୍କ ଭିତରୁ ଏଯାଏଁ ୨୫୩୫ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଥିଲାବେଳେ ସେମାନଙ୍କ ଭିତରୁ ୫୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସମୁଦାୟ ଆକ୍ରାନ୍ତଙ୍କ ଭିତରୁ ୮୨୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।…