Latest Odisha News

BREAKING NEWS

ରାଜ୍ୟର କରୋନା ହଟସ୍ପଟ ଜୋନରୁ କଟକ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ୍

କଟକ: ମହାନଗର ନିଗମ ଅଞ୍ଚଳରେ କରୋନା କେସ୍ ବଢୁଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଜାରି କରିଛି ସିଏମସି । ଏଣିକି ରାଜ୍ୟର କରୋନା ହଟସ୍ପଟ୍ ଜିଲ୍ଲା ଓ ଅଞ୍ଚଳରୁ କଟକ ସହର ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ଏନେଇ ସିଏମସି…

କଟକରେ କରୋନା ମୁକାବିଲା ପାଇଁ ୧୫ ଜଣିଆ ଏସପିଓ ଟିମ୍ ଗଠିତ

କଟକ: ମହାନଗର ନିଗମ ଅଞ୍ଚଳରେ ବଡୁଛି କରୋନା ସଂକ୍ରମଣ । କେମିତି ମୁକାବିଲା କରାଯିବ ଓ କରୋନା ଚେନ୍ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଟକ ମହାନଗର ନିଗମ ଓ ସ୍ଥାନୀୟ ପ୍ରଶାସନ । ଆଜି ସିଏମସି କାର୍ଯ୍ୟଳୟରେ ଏକ ଜରୁରିକାଳୀନ ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା ହୋଇଛି । ନିଷ୍ପତ୍ତି ହୋଇଛି,…

କରୋନାରେ ତୃତୀୟ ପ୍ରଭାବିତ ଦେଶ ଭାରତ, ଋଷକୁ କାଟିଲା

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି କରୋନା । ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆଜି ସୁଦ୍ଧା ସାରା ବିଶ୍ୱରେ ଅଧିକ ପ୍ରଭାବିତ ଦେଶ ତାଲିକାରେ ଋଷିଆକୁ ପଛରେ ଛାଡ଼ି ଦେଇଛି ଭାରତ । ତୃତୀୟ ସ୍ଥାନକୁ ଉଠିଛି । ସନ୍ଧ୍ୟା ସୁଦ୍ଧା ନୂଆ ସଂକ୍ରମିତଙ୍କ ତାଲିକା ଜାରି କରିଛନ୍ତି କିଛି ରାଜ୍ୟ…

୪ ବର୍ଷ ବୟସରେ ସ୍ପାନିସ୍ ଫ୍ଲୁ ଦେଖିଥିଲେ, ୧୦୬ ବର୍ଷରେ କରୋନାକୁ ହରାଇଲେ

ନୂଆଦିଲ୍ଲୀ: କରୋନା ଯୁଦ୍ଧ ଜିତିଲେ ଶତାୟୁ ବୃଦ୍ଧ । ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜୀବ ଗାନ୍ଧି ସୁପର ସ୍ପେସାଲିଟ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସଂପୃକ୍ତ ଆକ୍ରାନ୍ତ । ସବୁଠୁ ବଡ଼ କଥା ହେଲା ତାଙ୍କ ପୁଅ ଅପେକ୍ଷା ସେ ଶୀଘ୍ର ଆରୋଗ୍ୟ ଲାଭ କରିଛନ୍ତି ।…

ଚିହ୍ନଟ ହେଲା କରୋନା ଭାଇରସର ଛଅ ନୂଆ ଲକ୍ଷଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ମେଲାଇଛି କରୋନା । ମହାମାରୀ କୋଭିଡ-୧୯କୁ ନେଇ ସବୁଠି କୋକୁଆ ଭୟ । ଚୀନର ଉହାନରୁ ବ୍ୟାପିଥିବା ଏହି ମହାମାରୀ ଏବେ ନିଜ ଚରିତ୍ର ବଦଳାଉଛି । ମଣିଷ ଶରୀରରେ ଦେଖିବାକୁ ମିଳିଛି ଏହି କିଲର ଭାଇରସର ନୂଆ ଳକ୍ଷଣ । ଏପ୍ରିଲ ମାସରେ ସେଂଟର ଫର କଂଟ୍ରୋଲ ଆଣ୍ଡ…

ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ: ଡିଜିପି

କନ୍ଧମାଳ: କନ୍ଧମାଳରେ ମାଓ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏନ୍‌କାଉଣ୍ଟର ପାଇଁ କନ୍ଧମାଳ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି। ଏହା ସହ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଆଗାମୀ ଦିନରେ କମ୍ବିଂ ଅପରେସନ ଜୋରଦାର କରାଯିବ…

କଟକ ଏସ୍‌ସିବି ଓ କ୍ୟାନ୍‌ସର ହସ୍ପିଟାଲ ନ ଆସିବାକୁ ନିବେଦନ

କଟକ: କଟକର ହଟ୍‌ସ୍ପଟ ପାଲଟିଥିବା କ୍ୟାନ୍ସର ହସ୍ପିଟାଲ ଏବଂ ଏସ୍‌ସିବିରେ କଟକଣା ଲଗାଯାଇଛି । କ୍ୟାନ୍‌ସର ହସ୍ପିଟାଲ ଏବଂ ଏସ୍‌ସିବି ନ ଆସିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଗତ ତିନି ଦିନ ମଧ୍ୟରେ କ୍ୟାନ୍‌ସର ହସ୍ପିଟାଲରୁ ୧୧୩ ପଜିଟିଭ୍ ଓ ଏସ୍‌ସିବିରୁ…

ଭିଏତନାମରେ ଖୋଲିଲା ପ୍ରଥମ ସୁନାର ଛାଉଣୀ ହୋଟେଲ

ହାନୋଇ: ଭିଏତନାମର ହାନୋଇରେ ବିଶ୍ୱର ପ୍ରଥମ ସୁନାର ଛାଉଣୀ ହୋଟେଲ ଖୋଲିଛି । ୨୪ କ୍ୟାରେଟ ସୁନାରେ ନିର୍ମିତ ଏହି ହୋଟେଲ ପାଇଁ ୧୬୦ ମିଲିୟନ ପାଉଣ୍ଡ ଖର୍ଚ୍ଚ ହୋଇଛି । ଏହାର ନାମ ଡୋଲସେ ହାନୋଇ ଗୋଲ୍ଡେନ ଲେକ୍ ହୋଟେଲ । ଖାଦ୍ୟ ଟେବୁଲଠାରୁ ଆରମ୍ଭ କରି ଛାତ ଉପରେ ନିର୍ମିତ ସୁଇମିଂ ପୁଲରେ…

ଖଲିସ୍ତାନ ସମର୍ଥକ ସଂଗଠନ ଶିଖ ଫର ଜଷ୍ଟିସର ୪୦ ୱେବସାଇଟକୁ ବନ୍ଦ କଲେ ସରକାର

ନୂଆଦିଲ୍ଲୀ: ଖଲିସ୍ତାନର ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସର ୪୦ ୱେବସାଇଟକୁ ସରକାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୱେବସାଇଟ ମାଧ୍ୟମରେ ଦେଶବିରୋଧୀ ଅଭିଯାନ ଚଳାଯାଉଥିବା ଅଭିଯୋଗ ଆସିଥିଲା । ସଂଗଠନର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ନାମରେ ମଧ୍ୟ କେସ୍ ରୁଜୁ…

ବର୍ଷେ ବଢ଼ିଲା କରୋନା କଟକଣା !

ଥିରୁଅନନ୍ତପୁରମ: ଦିନେ କି ମାସେ ନୁହେଁ ବର୍ଷେ ବଢ଼ିଲା କରୋନା କଟକଣା । ଆଗାମୀ ଏକ ବର୍ଷ ଯାଏଁ କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତ ସରକାର । କରୋନା ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ଏଭଳି କଡା ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଏନେଇ ରବିବାର କେରଳ ସରକାର…