ଭୁବନେଶ୍ୱରରେ ପହଞ୍ଚିଲେ ଆଇପିଏସ ଅଭୟ; ଆଜି ଡ଼ିଜିପି ଭାବେ ନେବେ ଦାୟିତ୍ୱ
ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ଆଜି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଜାଉଛନ୍ତି । ସୋମବାର ଦିନ ଅଭୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୋଲିସ ଏକାଡ଼େମୀ (ଏନଏପି)ର ନିର୍ଦ୍ଦେଶକ ପଦବୀରୁ…