ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ମଧୁ ଆପ୍’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଆପ୍ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆପ୍ ଟିର ନାମ ରଖାଯାଇଛି ‘ମଧୁ’ ଆପ୍ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ଏହି ଆପ ନାମିତ ହୋଇଛି ।
ଭିଡିଓ କନଫରେନ୍ସିଂ ଜରିଆରେ ମଙ୍ଗଳବାର ଦିନ ଏହି ଆପ୍ର…