Latest Odisha News

BREAKING NEWS

ସ୍ବେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଗଗନ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ସୁଧା ରାଜ୍ୟ ସରକାର ତାଙ୍କ ଆବେଦନକୁ ଗ୍ରହଣ କରିନଥିଲେ । ଗଗନ ୧୯୮୫ ବ୍ୟାଚର ଆଇଏଏସ…

କୋଣାର୍କ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା; ମୁକ୍ତାକାଶ ରଙ୍ଗମଞ୍ଚରେ ଦର୍ଶକଙ୍କୁ ବିଭୋର କରିବ ଶାସ୍ତ୍ରୀୟ ନୃତ୍ୟ

ପୁରୀ: ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବର ଆଜି ଦ୍ବିତୀୟ ସନ୍ଧ୍ୟା । ଆଗାମୀ ୫ ଦିନ ଧରି କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯିବ ଓଡିଶୀ, ଭାରତନାଟ୍ୟମ, କଥକଲି, ମୋହିନିଅଟ୍ଟମ, କୁଚିପୁଡି, କଥକ ପରି ଶାସ୍ତ୍ରୀୟ ନୃତ୍ୟ । ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାରେ ଆୟୋଜନ…

ଝାଡ଼ଖଣ୍ଡ ନିର୍ବାଚନ: ପୋଲିଂବୁଥରେ ପିସ୍ତଲ ଧରିଥିବା କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ମାମଲା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଏବେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବା ବେଳେ ୧ମ ପ୍ରର୍ଯ୍ୟାୟ ଭୋଟଗ୍ରହଣ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଥମପର୍ଯ୍ୟାୟ ନିର୍ବାଚନରେ କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ସେପରି କିଛି ବଡ଼ ଧରଣର ହିଂସାକାଣ୍ଡ ଘଟିନାହିଁ, ମାତ୍ର ଡ଼ାଲଟନଗଞ୍ଜ…

ତାମିଲନାଡୁରେ ବର୍ଷା ବିତ୍ପାତ: ଘର କାନ୍ଥ ଭୁଶୁଡ଼ି ୧୭ ମୃତ

ତାମିଲନାଡୁ: ତାମିଲନାଡୁରେ କିଛିଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ଏପର୍ଯ୍ୟନ୍ତ ୩ଟି ଘର ଭାଙ୍ଗି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଭଙ୍ଗା ଘର ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ ଉଦ୍ଧାର…

ନିଶାସକ୍ତ ଭାବେ ଗାଡି ଚଳାଇ ଗିରଫ ହେଲେ ୧୭୮ ମଦ୍ୟପ ଚାଳକ

ଭୁବନେଶ୍ୱର: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତ ରବିବାର ଦିନ ପ୍ରାୟ ୫୪୭୪ ଜଣ ବ୍ୟକ୍ତି ଟ୍ରାଫିକ୍ ନିୟମ ଉଲଂଘନ କରି ତଣ୍ଡ ଗଣିବା ସହ ପାଖାପାଖି ୧୭୮ ଜଣ ମଦ୍ୟପ ଗାଡି ଚଳାକଙ୍କୁ ଗିରଫ କରାଯାଇଛି ।…

‘ନାସା’ ନାମରେ ଠକେଇ ! ବିଦେଶ ଯାଇପାରିବେନି ଅନୁଗୁଳର ଶୁଭ୍ରାଂଶୁ

ଅନୁଗୁଳ: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡମିନିଷ୍ଟ୍ରୋସନ୍ (ନାସା) ପକ୍ଷରୁ ବିଦେଶ ଗସ୍ତ ପାଇଁ ଆମନ୍ତ୍ରିତ ହୋଇ ବେଶ୍ ଖୁସିଥିଲେ ଓଡିଆ ପୁଅ ଶୁଭ୍ରାଂଶୁ ନାୟକ । ନିଜ ସ୍କୁଲ ଠିକଣାରେ ଏହି ଚିଠି ପାଇବା ପରେ ସେଠାକୁ ଯାଇ ନିଜର ଅଭିନବ ଡ୍ରୋନ୍…

ରଣଜୀ ଟ୍ରଫି: ଓଡିଶାରୁ ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି

କଟକ: ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ରବିବାର ଦିନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ୧୬ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି । ଓସିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ୨ଟି ମ୍ୟାଚ୍ ଲାଗି ଏହି ଦଳ ଘୋଷିତ ହୋଇଛି । ଆସନ୍ତା ଡିସେମ୍ବର ୯ ତାରିଖରେ ଓଡିଶାର ରଣଜୀ…

ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

କୋରାପୁଟ: ନକ୍ସଲମାନଙ୍କ ପିଏଲଜିଏ ସପ୍ତାହ ସୋମବାର ଠାରୁ ଆରମ୍ଭ ହେଉଛି । ଏହାକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାଖାପାଖି ୮ ଦିନଧରି ଏହି ସପ୍ତାହ ପାଳନ ହେବାକୁ ଯାଉଥିବା ବେଳେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରୀ ବସ୍ ଗୁଡିକର ଚଳାଚଳ ବନ୍ଦ…

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଆ ଭାଷାଭାଷୀ ଖରସୁଆଁ ଅଞ୍ଚଳରେ ପ୍ରଚାର କଲେ ଧର୍ମେନ୍ଦ୍ର

ଋାଞ୍ଚି: ଝାଡ଼ଖଣ୍ଡରେ ୧ମ ପର୍ଯ୍ୟାୟ ଭୋଟଗ୍ରହଣ ସମାପ୍ତ ହେବାପରେ ଏବେ ଅବଶିଷ୍ଟ ଆସନ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ୧ମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେପି ନେତା ତଥା…

ଜାଣନ୍ତୁ, ଟ୍ୱିନସିଟିରେ କେତେ ରହିଛି ଗାଡି ଚଳାଇବାର ଗତି

ଭୁବନେଶ୍ୱର: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଗାଡିର ସ୍ପିଡ୍ ଧାର୍ଯ୍ୟ କରାଯାଇଛି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ମଧ୍ୟ…