Latest Odisha News

BREAKING NEWS

ତୁରନ୍ତ ହଜାରେ ଆଇସିୟୁ ବେଡ୍ ବ୍ୟବସ୍ଥା କରନ୍ତୁ ସରକାର: ବିଜୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚଳନା ଦେଇ ରାଜ୍ୟ ସରକାରଙ୍କ ଉପରେ ବିର୍ଷିଲା ବିଜେପି । ଆଜି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କୋଭିଡ ରଣନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କଟକ ଓ ଭୁବନେଶ୍ୱରରେ କୋରନା ଅବସ୍ଥା  ଭୟଙ୍କର ରୁପ ନେଇଛି। ଆଗକୁ ମଧ୍ୟ…

ନୂଆ ଲକ୍ଷଣ: ଜ୍ୱର ନଥିଲେ ବି ହୋଇପାରେ କରୋନା

ଭୁବନେଶ୍ୱର: ଦେଶରେ କରୋନା ମିଟରର କଂଟା ଉପର ମୁହାଁ ରହିଛି । ତଳକୁ ଖସିବାର ନାନେଉ ନାହିଁ । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସାମାନ୍ୟ ଥଣ୍ଡା, ଜ୍ୱର, ଲାଗିରହିଲେ ହାତଗୋଡ ବିନ୍ଧା ହେଲେ କରୋନା ହୋଇଥାଇପାରେ ବୋଲି ଆମେ ଭାବିଥାଉ ଏବଂ ଏହା  କରୋନାର ଲକ୍ଷଣ ମଧ୍ୟ…

ଡିଜିଟାଲ୍ ମିଡିଆ ପାଇଁ ନିୟମ ମାନକ ବହୁତ ଜରୁରୀ: କେନ୍ଦ୍ର

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ମିଡିଆ ପୂର୍ବରୁ ସୁପ୍ରିମକୋର୍ଟ ପ୍ରଥମେ ଡିଜିଟାଲ୍ ମିଡିଆ ପାଇଁ ନିୟାମକ ମାନକ ଗଠନ କରିବାକୁ ବିଚାର କରିବେ କାରଣ ଏହାର ପ୍ରଭାବ ଅଧିକ ରହିଛି ବୋଲି ସରକାର କହିଛନ୍ତି। ଗୁରୁବାର ଦିନ ଶୁଣାଣି ପୂର୍ବରୁ ବୈଦ୍ୟୁତିକ ଗଣମାଧ୍ୟମର ମାନଦଣ୍ଡ ଉପରେ ସର୍ବୋଚ୍ଚ…

ରାସ୍ତାରୁ ଉଦ୍ଧାର ହେଲା ନବଜାତ ଶିଶୁର ମୁଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶ୍ରପଡା ଅଞ୍ଚଳର ଏକ ରାସ୍ତା ଉପରେ ନବଜାତ ଶିଶୁର ମୁଣ୍ଡ ପଡ଼ିଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ନଜରକୁ ଆସିଛି। ଆଜି ସକାଳେ ଏଭଳି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୁଣ୍ଡଟିକୁ ଜବତ କରି ତଦନ୍ତ କରୁଥିବା…

ଚୀନ୍‌କୁ ଚେତାଇଲେ ରାଜନାଥ, କହିଲେ ସୀମା ଚୁକ୍ତି ଉଲ୍ଲଙ୍ଘନ କଲେ ଜବାବ ଦେବ ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଭିତରେ ଚୀନ୍‌କୁ ଚେତାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଚୀନ୍‌କୁ କଡା ସନ୍ଦେଶ ଦେଇ କହିଛନ୍ତି ଯେ, ଯଦି ଚୀନ୍ ସୀମା ଚୁକ୍ତି ଉଲ୍ଲଂଘନ କରେ ତେବେ ଭାରତ ଉଚିତ ଜବାବ ଦେବ । ଏବଂ ଆମେ ସବୁ ପ୍ରକାରର ମୁକାବିଲା ପ୍ରସ୍ତୁତ ଅଛି । ଆଜି…

ଟ୍ରେନ୍ ଧକ୍କାରେ ହାତୀ ମୃତ

ରାଉରକେଲା:ରାଉରକେଲା ଠାରୁ ୩୩ କିମି. ଦୂର ବିଶ୍ରା ଅଞ୍ଚଳର ଜରେଇକେଲା ଏବଂ ମନୋହରପୁର ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ  ହାତୀର ମୃତ୍ୟୁ ଘଟିଛି। ସୂଚନାନୁସାରେ,  ଉକ୍ତ ହାତୀଟି ରାଉରକେଲାରୁ ଝାଡଖଣ୍ଡର ଚକ୍ରଧରପୁର ଆଡକୁ ଯାଉଥିଲା ବେଳେ ଗତକାଲି ରାତି ପ୍ରାୟ ୯ଟା ବେଳେ…

୨୮ରେ ବସିବ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଦଳକୁ ଘେରିବା ପାଇଁ ଅଂଟା ଭିଡିବ ବିଜେପି । ଏନେଇ ରଣନୀତି ପ୍ରସ୍ତୁତ କରିବ ଦଳ । ୨୮ରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସମସ୍ତ ବିଧାୟକ ଦଳର ସଭାପତି ଉପସ୍ଥିତ ରହିବେ । ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ । କୋଭିଡ୍…

ବିଧାନସଭା ବର୍ଜନ ଚେତାବନୀ ଦେଲେ ସୁର

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହାପୂର୍ବରୁ କୋଭିଡ କଟକଣା ଯୋଗୁଁ ବୟସ୍କ ତଥା ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକଙ୍କୁ ବିଧାନସଭା ପ୍ରବେଶ ମନା ହୋଇଛି । ଏହାକୁ ନେଇ ଆଜି ଗର୍ଜିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେ…

GCV ପାୱାରଲିଷ୍ଟ ୨୦୨୦ ଶ୍ରେଷ୍ଠ ୨୫ ପୁଞ୍ଜିପତିଙ୍କ ମଧ୍ୟରେ ୫ଜଣ ଭାରତୀୟ

ମୁମ୍ବାଇ: ଗୁରୁବାର ପ୍ରକାଶ ପାଇଥିବା ଗ୍ଲୋବାଲ୍ କର୍ପୋରେଟ୍ ଭେଞ୍ଚରିଂ (ଜିସିଭି) ପାୱାର୍ଲିଷ୍ଟ ୨୦୨୦ରେ ପାଞ୍ଚ ଜଣ ଭାରତୀୟ ପୁଞ୍ଜିପତି ସ୍ଥାନିତ ହୋଇଛନ୍ତି । ସେମାନେ ଶ୍ରେଷ୍ଠ ୨୫ ଭେଞ୍ଚର ପୁଞ୍ଜିପତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଏହି ପାଞ୍ଚ ଜଣ ଭାରତୀୟ ହେଲେ, ଶଙ୍କର…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କୁ ଦିଆଗଲାଣି ହଜାରେ ପ୍ଲାଜମା ଥେରାପି

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦୦ରୁ ଅଧିକ ପ୍ଲାଜମା ଥେରାପିର ବ୍ୟବହାର କରି ଓଡିଶା ସରକାର ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହି ମାଇଲଖୁଣ୍ଟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ଲାଜମା ଦାତାଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…