ଆଇପିଏସ ମନୋଜ ଛାବ୍ରାଙ୍କୁ ସ୍ପେଶାଲ୍ ଡ଼ିଜି (କାରାଗାର) ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ତଥା ସ୍ପେଶାଲ୍ ଆର୍ମଡ଼ ପୋଲିସ (ଏସଏପି) ର ସ୍ପେଶାଲ୍ ଡ଼ିଜିପି ମନୋଜ ଛାବ୍ରାଙ୍କୁ କାରାଗାର ବିଭାଗର ଅତିରିପ୍ତ ଡ଼ିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଏନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି ଏବଂ ଏହାଫଳରେ ଏହି ପଦବୀରେ ଥିବା…