Latest Odisha News

BREAKING NEWS

ଲାଞ୍ଚ ନେବା ବେଳେ ଭିଜିଲାନସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କଟକ: କଟକ ଜିଲ୍ଲା ଗୋଡିସହି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଭବାନୀ ଶଙ୍କର ମହନ୍ତ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଉପଭୋକ୍ତାଙ୍କୁ ନିଜର କଟକ ତ୍ରିଶୂଳିଆଠାରେ ନିର୍ମିତ ଘରେ ବିଦ୍ୟୁତ ସଂଯୋଗ ଲାଗି ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଭବାନୀ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ଅନ୍ୟଜଣେ ଗୁରୁତର

ଯାଜପୁର: ଯାଜପୁର ଟାଉନ ଥାନା ଅଧୀନସ୍ଥ କୁସୁମା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ  ଙ୍କର ମୃତ୍ୟୁ ଘଟିବା ସହ ଅନ୍ୟଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମୃତ ନାବାଳିକା ଜଣକ ସ୍ଥାନୀୟ ଅଞ୍ଚଳସ୍ଥ ଶିବ ମୁଣ୍ଡାଙ୍କ ଝିଅ ତୁଳସୀ ଚାମ୍ପିଆ (ବୟସ ୧୦)ବୋଲି ଜଣାପଡିଛି ।…

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମ୍ବାଦିକଙ୍କ ସହାୟତା ନିମନ୍ତେ ଗୋଟିଏ ପାଦ ଆଗକୁ ଆସିଛନ୍ତି ରାଜ୍ୟସରକାର । ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସାମିଲ ହେଲେ ସାଂସଦ ସ୍ବାଧୀ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଭୋପାଳର ସାଂସଦ ତଥା ବିଜେପି ନେତ୍ରୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସାମିଲ ହୋଇଛନ୍ତି ।ଏହି ୨୧ ସଦସ୍ୟ ବିଶିଷ୍ଟ ପାନେଲର ନେତୃତ୍ୱ ନେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାସହ ବିରୋଧୀ ନେତା…

‘ସୋଲେ’ର ବୀରୁ ପରି ଛାତ ଉପରେ ଚଢିଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ

ଭୁବନେଶ୍ୱର: ବଲିଉଡ ଫିଲ୍ମ ‘ସୋଲେ’ରେ ଯେଭଳି ଧର୍ମେନ୍ଦ୍ର (ବୀରୁ) ନିଜ ପ୍ରେମକୁ ପାଇବା ଲାଗି ଛାତ ଉପରକୁ ଚଢି ଆତ୍ମହତ୍ୟା କରିବା ଲାଗି ଧମକ ଦେଇଥିଲେ । ଠିକ୍ ସେହିଭଳି ଏକ ଘଟଣା ଶୁକ୍ରବାର ଦିନ ଦେଖିବାକୁ ମିଳିଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ । ମିଳିଥିବା ସୂଚନାନୁଯାୟୀ…

ଆରମ୍ଭ ହେଲା ଭାରତ-ବାଂଲାଦେଶ ୨ୟ ଟେଷ୍ଟ: ଟସ୍ ଜିତି ବାଂଲାଦଳର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

କୋଲକାତା: କୋଲକାତାର ଐତିହାସିକ ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ବହୁ ଚର୍ଚ୍ଚିତ ୨ୟ କ୍ରିକେଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚଟି ଭାରତ ଓ ବାଂଲାଦେଶ ଉଭୟ ଦଳ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମ୍ୟାଚଟି ଦିବା-ରାତ୍ର ମ୍ୟାଚ ଭାବେ ଖେଳାଯିବ । ସେହିପରି ଉଭୟ ଦଳ ମଧ୍ୟ ଏହି…

୮୦ ଛୁଇଁଲା ପିଆଜ ଦର, ଆଗକୁ ଆହୁରି ବଢିବ !

ଭୁବନେଶ୍ୱର: ଖାଉଟିଙ୍କ ପକେଟରେ ପିଆଜ ମାଡ । ପରିବା ବଜାରରେ ସବୁଠୁ ମହଙ୍ଗା ଏବେ ପିଆଜ । ରାଜ୍ୟର କିଛି ସ୍ଥାନରେ ପିଆଜ ଦର କିଲୋପିଛା ୮୦ଟଙ୍କା ପାର କଲାଣି। ଆଗକୁ ଆହୁରି ବଢ଼ି ୧୦୦ଟଙ୍କା ଟପିବା ଆଶଙ୍କା ରହିଛି ବୋଲି ବ୍ୟବସାୟୀ କହୁଛନ୍ତି । ପ୍ରାୟ ୪ ମାସ ତଳେ ଯେଉଁ ପିଆଜ କିଲୋ ବଜାରରେ…

ମାତ୍ର ୨୧ ବର୍ଷ ବୟସରେ ବନିଲେ ଦେଶର ସର୍ବକନିଷ୍ଠ ବିଚାରପତି !

ଜୟପୁର: ରାଜସ୍ଥାନ ଜୟପୁରର ଜନୈକ ଯୁବକ ମାତ୍ର୨୧ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ବିଚାରପତି ହେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଯାହା ଏବେ ଯୁବପିଢିଙ୍କ ମଧ୍ୟରେ ଏକ ଉଦାହରଣ ପାଲଟିଛି । ପ୍ରାପ୍ତ ସୂଚନାନୁଯାୟୀ ଜୟପୁରର ମାନସରୋବରରେ ଜନ୍ମିତ ମୟଙ୍କ ପ୍ରତାପ ସିଂହ ରାଜସ୍ଥାନ…

ରାୟଗଡାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଗୁଡାରୀ ଅଞ୍ଚଳରୁ ଶୁକ୍ରବାର ଦିନ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଆଜି ସକାଳେ ଦଣ୍ଡାସି ସାହି ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ…

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଆଜି(ଶୁକ୍ରବାର) ଘୋଷଣା ହୋଇପାରେ । ଶିବସେନା ଓ ଏନସିପିର ମିଳିତ ସହଯୋଗରେ ମହାରାଷ୍ଟ୍ରରେ ସରକାର ଗଢିବାକୁ କଂଗ୍ରେସ ସମ୍ମତି ପ୍ରଦାନ କରିଥିଲା । ଏନେଇ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ…