Latest Odisha News

BREAKING NEWS

ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ବରଗଡରେ ଚାଷୀଙ୍କ ରାସ୍ତା ଅବରୋଧ

ବରଗଡ: ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ଲାଗି ଜାରି ହୋଇଥିବା ଟୋକନ ବ୍ୟବସ୍ଥାକୁ ନେଇ ବରଗଡରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି । ଯାହାଫଳରେ ଉତ୍ତେଜିତ ଚାଷୀମାନେ ଗୁରୁବାର ଦିନ ସ୍ଥାନୀୟ ଅତାବିରା ତହସିଲ୍ ନିକଟ ଗୋଡଭଗା ଛକ ଠାରେ ଧାନ ବସ୍ତା ରଖି ସମ୍ବଲପୁର-ବରଗଡ ମୁଖ୍ୟରାସ୍ତାକୁ ଅବରୋଧ…

ଭାରତର ଏହିସ୍ଥାନରୁ ଦେଖାଯାଏ ପାକିସ୍ତାନର ସମ୍ପୂର୍ଣ୍ଣ ଚିତ୍ର !

ଭୁବନେଶ୍ୱର: ଭାରତର ପରମ ଶତୃ କିଏ ବୋଲି ପ୍ରଶ୍ନ କଲେ ପ୍ରାୟତଃ ଅଧିକାଂଶ ଭାରତୀୟ ପାକିସ୍ତାନ ବୋଲି ଉତ୍ତର ଦେବେ । ପଡୋଶୀ ଦେଶ ପାକିସ୍ତାନ ସହ ଆମଦେଶର ଏତେଟା ଭଲ ସମ୍ପର୍କ ନଥିବାରୁ ପ୍ରାୟତଃ ଭାରତୀୟ ପାକିସ୍ତାନ ଯାଆନ୍ତି ନାହିଁ କିମ୍ବା ସେଠାକାର ଲୋକ ମଧ୍ୟ ସେତେ ପରିମାଣରେ ଏଠାକୁ ଆସନ୍ତି…

ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ

ଭୁବନେଶ୍ୱର: ଓଡିଶାକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଡ. ହରେକୃଷ୍ଣ ମହତାବଙ୍କ ନାମ ବେଶ ଜଣାଶୁଣା । ସେ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ, ପ୍ରଥମ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ମଧ୍ୟ ଖୁବ୍…

ଅନଲାଇନରେ ଡେଟିଂ କରୁଛନ୍ତି କି ? ଭୁଲରେ ବି କରନ୍ତୁନି ଏହି କାମ…

ଭୁବନେଶ୍ୱର: କଥାରେ ଅଛି ବାପା ମାଆକୁ ଛାଡିଦେଲେ ସବୁକିଛି ଅନଲାଇନ । ଛୁଞ୍ଚି ଠାରୁ ଡାମ୍ଫଣ ହେଉ ଅବା ସାଇକେଲ ଠାରୁ ଉଡାଯାହାଜ ସବୁକିଛି ଘରେ ବସି ଅର୍ଡ଼ର୍ କରି ପାଇଯାଉଛନ୍ତି । ସେହିପରି ଲୋକମାନଙ୍କ ସହ ସମ୍ପର୍କ ଯୋଡିବା ହେଉ ଅବା ଜୀବନସାଥି ଚୟନ ସବୁକିଛି ଅନଲାଇନରେ । ଆଜିକାଲି ଯୁବପିଢୀକୁ…

ଟ୍ରେନ୍ ପଛରେ ଥିବା ଚିହ୍ନସବୁ କି ସଙ୍କେତ ଦିଏ, ଜାଣନ୍ତୁ…

ଅନେକ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବାଆସିବା କରିଥାନ୍ତି । ଟ୍ରେନର ଶେଷ ଆଡକୁ ଥିବା ଡବା ପଛରେ ଅଙ୍କା ଯାଇଥିବା ଚିହ୍ନ ଉପରେ ସମସ୍ତଙ୍କର ନଜର ପଡିଥିବ । କେହିକେହି ଚିହ୍ନକୁ ଦେଖିଥିବେ ତ ଆଉ କାହାର ନଜର ସେ ଦିଗ ଆଡେ ଯାଇନଥିବ । ବଗି ଗୁଡିକର କନେକ୍ସନରେ କୌଣସି ଯାନ୍ତ୍ରିକ…

ମାଣବସା ଗୁରୁବାରର ପ୍ରମୁଖ ଭୋଗ ମଣ୍ଡା ପିଠାର ପ୍ରସ୍ତୁତି ପ୍ରଣାଳୀ ଜାଣନ୍ତୁ

ଭୁବନେଶ୍ୱର: ଆଜି ମାର୍ଗଶିର ମାସର ପ୍ରଥମ ଗୁରୁବାର । ଏହିଦିନଟି ମହାଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ନାନାଦି ଫଳମୂଳ ପିଠାପଣା ଦେଇ ଓଡ଼ିଆ ଘରର ଗୃହିଣୀ ମାନେ ମାର୍ଗଶିର ମାସ ଗୁରୁବାର ଦିନ ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତି । ତେବେ ଯେତେ ଫଳମୂଳ ଲାଗି ହେଲେ ସୁଦ୍ଧା ମାଆଙ୍କ ପ୍ରିୟ…

ମାର୍ଗଶିର ମାସରେ ଏହିଭଳି କରନ୍ତୁ ଭଗବାନଙ୍କ ଆରାଧନା, ନିଶ୍ଚିତ ପାଇବେ ଶୁଭଫଳ !

ଭୁବନେଶ୍ୱର: ହିନ୍ଦୁ ଧର୍ମ ଅନୁସାରେ ବର୍ଷର ନବମ ମାସ ହେଉଛି ମାର୍ଗଶିର ମାସ । ପୁରାଣ ଅନୁଯାୟୀ ଏହି ମାସରେ ବ୍ରତ, ପୂଜା ଆଦି କଲେ ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ପ୍ରାପ୍ତି ହୋଇଥାଏ। ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାରେ ଭଗବାନଙ୍କ ମହିମା ରହିଛି । ଶାସ୍ତ୍ର ଅନୁସାରେ, ଯେତେବେଳେ…

ଓଡ଼ିଆ ଘରର ମାଣବସା ଗୁରୁବାର ସହ ଜଡିତ କିମ୍ବଦନ୍ତୀ ଓ ପୂଜାବିଧି ସମ୍ପର୍କରେ ଜାଣନ୍ତୁ..

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୧୧-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୨୧ ରିଖ ଗୁରୁବାର ବିଛା ୦୫ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ନବମୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର୍ର…

ଆଇପିଏସ ଅଭୟ ନୂଆ ଡ଼ିଜିପି ଭାବେ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ଓଡ଼ିଶା ଡ଼ିଜିପି ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ଥିବା ବି କେ ଶର୍ମାଙ୍କ ବଦଳରେ ବରିଷ୍ଠ ଆଇପିଏସ ଅଭୟ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି । ୧୯୮୬ ମସିହା ବ୍ୟାଚର ଆଇପିଏସ ଅଧିକାରୀ ଅଭୟ ବର୍ତ୍ତମାନ…