Latest Odisha News

BREAKING NEWS

ଆଜିଠୁ ପିପିଲିକୁ ଗଡିବ ମୋ ବସ୍

ଭୁବନେଶ୍ବର: ଆଜିଠାରୁ ପିପିଲିକୁ ଗାଡିବ ମୋ ବସ । ମାଷ୍ଟରକ୍ୟାଣ୍ଟିନ ରୁ ପିପିଲିକୁ ଏହି ସେବା ଆରମ୍ଭ ହେବ। ଗତ ମଙ୍ଗଳବାରଠାରୁ କ୍ରୁଟ୍‌ ପକ୍ଷରୁ ବସ୍‌ ଚଳାଚଳ ଆରମ୍ଭ ହେବାର ଥିଲା। ପୁରୀ ଜିଲା ଏହି ଦିନ ସଟ୍‌ଡାଉନ୍‌ ଘୋଷଣା ହେଇଥିବାରୁ କ୍ରୁଟ୍‌ ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଥିଲା।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୨୫-୬-୨୦୨୦  ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଜୁନ ତା ୨୫ ରିଖ  ଗୁରୁବାର ମିଥୁନ ୧୧ଦିନ  ଆଷାଢ ମାସ ଶୁକ୍ଳ ପକ୍ଷ  ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-:  ତୁଳା ଓ କୁମ୍ଭ ରାଶିର ଆଜି: ମୂଳା ଓ ବେଲ …

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି; ଆଜି ବାହାରିବ ଆଡ଼ପ ଅବଢ଼ା

ପୁରୀ: ଜନ୍ମବେଦୀରେ ଶ୍ରୀଜିଉ । ଆଜି ଆଡପମଣ୍ଡରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ଆଡପ ମଣ୍ଡପରୁ ଆଜିଠାରୁ ବାହାରିବ ଅବଢା । ମହାପ୍ରସାଦ ପାଇବା ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ଭକ୍ତମାନେ କିପରି ସୁରୁଖୁରୁରେ ଅବଢା ପାଇ ପାରିବେ ସେ ନେଇ ବ୍ୟବସ୍ଥା…

ଆଜି ଖୋଲିବ ହୀରାକୁଦ ଗେଟ: ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ହୀରାକୁଦ ଛାଡିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୧୦ଟା ପରେ ଯେକୌଣସି ସମୟରେ ବନ୍ୟାଜଳ ଛଡ଼ାଯିବା ନେଇ ସୂଚନା । ଉପରମୁଣ୍ଡରେ ବର୍ଷା ଓ ଡ୍ୟାମକୁ ଜଳ ପ୍ରବେଶ ପାଇଁ ଆଗୁଆ ଗେଟ ଖୋଲା ଯାଉଥିବା କତ୍ତୃପକ୍ଷଙ୍କର ପକ୍ଷରୁ ସୂଚନା ଦିଆଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ…

ନେଟଫ୍ଲିକ୍ସରେ ରିଲିଜ ହେଲା ଅନୁଷ୍କା ଶର୍ମାଙ୍କ ବୁଲବୁଲ: ଟ୍ୱିଟ କରି ପ୍ରଶଂସା କଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ତଥା ଚଳଚିତ୍ର ନିର୍ମାତା ଅନୁଷ୍କା ଶର୍ମାଙ୍କ ହରର୍ ଫ୍ଲିକ୍ ‘ବୁଲବୁଲ’ ବର୍ତ୍ତମାନ ନେଟଫ୍ଲିକ୍ସରେ ରିଲିଜ ହୋଇଛି। ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜ ପ୍ରଶଂସକଙ୍କ ସହ ଏହି ଖବର ସେୟାର କରିଛନ୍ତି।ବ୍ୟାକଗ୍ରାଉଣ୍ଡରେ ନାଲି ରଙ୍ଗ ଆକାଶ…

ପଶ୍ଚିମବଙ୍ଗରେ ଜୁଲାଇ ୩୧ ଯାଏ ବଢ଼ିଲା ଲକଡାଉନ୍

ପଶ୍ଚିମବଙ୍ଗରେ କରୋନା କାୟା ବିସ୍ତାର କରୁଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ କରୋନା ଚେନ୍ ଭାଙ୍ଗିବା ପାଇଁ ପୁଣି ଥରେ ଲକଡାଉନ୍ ଅବଧିକୁ ମାସେ ବଢ଼ାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ଜୁଲାଇ ୩୧ ଯାଏ ରାଜ୍ୟରେ ତାଲାବନ୍ଦ ଅବଧି…

ପାରୋଲରେ ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର୍ ରେହମାନ୍ !

କଟକ: ଚୌଦ୍ୱାର ଜେଲରେ ଥିବା ‘ଅଲ୍‌କାଏଦା’ ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର୍ ରେହମାନ୍ ବୁଧବାର ଦିନ ପାରୋଲ୍‌ରେ କଟକ ଜଗତପୁର ପଶ୍ଚିମକଚ୍ଛସ୍ଥିତ ନିଜ ଗାଁ’କୁ ଆସିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଜ ମାଆଙ୍କ ଶ୍ରାଦ୍ଧକାର୍ଯ୍ୟ ଲାଗି ଦିଲ୍ଲୀ ଅଦାଲତ ମାତ୍ର ୪ ଘଣ୍ଟା ପାରୋଲ୍…

କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗର ଉପବର୍ଗୀକରଣ ପ୍ରସଙ୍ଗ: ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧିକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି)ଙ୍କ ଉପବର୍ଗୀକରଣ ପ୍ରସଙ୍ଗର ଅନୁଧ୍ୟାନ ଲାଗି ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ୬ ମାସ ବା  ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।…

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ବର୍ଗତଃ ନବକୃଷ୍ଣ ଚୌଧୁରୀ ହେଉଛନ୍ତି ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ମଧ୍ୟରେ ଅନ୍ୟତମ। ଆଜୀବନ ଶୋଷିତ ଶ୍ରେଣୀର ସପକ୍ଷରେ କାର୍ଯ୍ୟ କରିଥିବା ଏହି ବିଖ୍ୟାତ ଜନନେତା ଜଣକର ୧୯୮୪ ମସିହା ଜୁନ୍ ୨୪ ତଥା ଆଜିର ଦିନରେ ଦେହାନ୍ତ…

ଆଡପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ: ଆଡପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀଜୀଉ । ରଥ ଉପରେ ନୀତିକାନ୍ତି ଶେଷ ହେବା ପରେ ସେବାୟତମାନେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ନେଇ ଯାଇଛନ୍ତି । ପରମ୍ପରା ଅନୁଯାୟୀ, ଅପରାହ୍ନ ୫ଟା ୩୫ରେ ପୁଷ୍ପାଂଜଳି ପରେ ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କୁ ଗୋଟି ପହଣ୍ଡିରେ ମନ୍ଦିର ଭିତରକୁ…