Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୯-୧୧-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୧୯ ରିଖ ମଙ୍ଗଳବାର ବିଛା ୩ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର…

ପଶ୍ଚିମ ଓଡ଼ିଶାର ନିଆରା ବାଲିଯାତ୍ରା…

ସୋନପୁର: ପଶ୍ଚିମ ଓଡିଶାର ସୋନପୁର ଜିଲ୍ଲାରେ ବଦଳି ଯାଏ ବାଲିଯାତ୍ରାର ଅର୍ଥ । ବାଲିଯାତ୍ରା ବଦଳରେ ଏଠାରେ ପାଳନ ହୁଏ ବଳିଯାତ୍ରା । ଇଂରାଜିରେ ଏହାକୁ ଉଚ୍ଚାରଣ କଲେ ବାଲିଯାତ୍ରା ଉଚ୍ଚାରିତ ହେଇଥିବାରୁ କେତକ ଏହାକୁ ପଶ୍ଚିମ ଓଡିଶାର ବାଲିଯାତ୍ରା ବୋଲି କୁହନ୍ତି। କିମ୍ବଦନ୍ତୀ ଅନୁଯାୟୀ…

‘ଓଡ଼ିଶା ଏଫସି’ ଆରମ୍ଭ କଲା ଗ୍ରାସରୁଟ୍ ଫୁଟବଲ ବିକାଶ କାର୍ଯ୍ୟକ୍ରମ; ସାଇ ଇଣ୍ଟରନ୍ୟାସନାଲ୍ ହେଲା ପାର୍ଟନର୍

ଭୁବନେଶ୍ୱର: ଓଡ଼ିଶା ଏଫସି ସୋମବାର ଦିନ ଦଳକୁ ମଜବୁତ କରିବା ଲକ୍ଷ୍ୟ ନେଇ ଆରମ୍ଭ କରିଛି ଗ୍ରାସରୁଟ୍ ଲେବଲ୍ କାର୍ଯ୍ୟକ୍ରମ । ରାଜଧାନୀସ୍ଥ୍ିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଅନୁଷ୍ଠିତ ଏକ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର୍ ତଥା ଶାସନ ସଚିବ ବିଶାଳ ଦେବ, ଆଇଏସଏଲ୍…

ଜିଓ ପରେ ଅନ୍ୟ କେଉଁସବୁ କମ୍ପାନୀର ସେବା ହେଲା ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ: କିଛିଦିନ ତଳେ ଟେଲିକମ ସଂସ୍ଥା ଜିଓ ଏହାର ସେବାରେ ହଠାତ ପରିବର୍ତ୍ତନ ଆଣି ଚମକେଇ ଦେଇଥିଲା ଏହାପରେ ଏବେ ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଟେରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । ଭୋଡାଫୋନ-ଆଇଡିଆ ଓ  ଏୟାରଟେଲ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ…

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ କମଲ ହାସନ…

ଭୁବନେଶ୍ୱର: ଅଭିନେତାରୁ ରାଜନେତା ପାଲଟିଥିବା ତଥା ମାକାଲ୍ଲ ନିଧି ମାଇୟାମ (ଏମଏନଏମ) ଦଳର ସଭାପତି କମଲ ହାସନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟାରେ ଭେଟିଛନ୍ତି । ପ୍ରଖ୍ୟାତ ତାମିଲ୍ ଅଭିନେତା ଶ୍ରୀ ହାସନ ଆଜି ଭୁବନେଶ୍ୱର ସେଞ୍ଚୁରିୟନ ୟୁନିଭର୍ସିଟି ଅପ…

ବଢୁଛି ସମ୍ପର୍କ ! ସଂସଦରେ ବିଜେଡିକୁ ଖୁବ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ରାଜ୍ୟସଭାରରେ ଶୃଙ୍ଖଳା ରକ୍ଷାକରିଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବିଜୁଜନତା ଦଳ ଓ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) କୁ ପ୍ରଶଂସା କରିଛନ୍ତି। ରାଜ୍ୟସଭାର ୨୫୦ତମ ଅଧିବେଶନକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଓଡିଶା ଓ…

କାଠମାଣ୍ଡୁରେ ବ୍ୟାଡ଼ମିଣ୍ଟନ୍ ଡବଲ୍ସ ରୌପ୍ୟ ଜିତିଲେ ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଓଡ଼ିଆ ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା କାଠମାଣ୍ଡୁଠାରେ ରୌପ୍ୟ ପଦକ ଜିତିଛନ୍ତି । ଋତୁପର୍ଣ୍ଣା ନେପାଳ ରାଜଧାନୀ କାଠମାଣ୍ଡୁଠାରେ ଅନଷ୍ଠିତ ହୋଇଥିବା ‘ନେପାଳ ଇଣ୍ଟରନ୍ୟାସନାଲ୍ ଚ୍ୟାଲେଞ୍ଜ’ ବ୍ୟାଡ଼ମିଣ୍ଟନ୍ ଚାମ୍ପିୟନସିପର ଡବଲ୍ସ ବିଭାଗରେ ରନର୍ସ ଅପ…

ଦୁବାଇରେ ଚାର୍ଲସ ଆଦାମୁଙ୍କ ସହ ଲଢେଇ ଲଢିବେ ବକ୍ସର୍ ବିଜେନ୍ଦର୍ ସିଂହ !

ଦୁବାଇ: ଭାରତୀୟ ବକ୍ସିଂ ଆଇକନ୍ ତଥା ଡବ୍ଲ୍ୟୁବିଓ ଏସିଆ ପ୍ୟାସିଫିକ୍ ଓ ଓରିଏଣ୍ଟାଲ୍ ସୁପର୍ ମିଡ଼ିଲୱେଟ୍ ଚମ୍ପିଆନ ବିଜେନ୍ଦର ସିଂହ ଦୁବାଇରେ କମନୱେଲଥ ଚମ୍ପିଆନ ଚାର୍ଲସ ଆଦାମୁଙ୍କୁ ଲଢେଇରେ ଭେଟିବେ । ଆସନ୍ତା ନଭେମ୍ବର ୨୨ ତାରିଖରେ ଦୁବାଇଠାରେ ଘାନାର ଚମ୍ପିଆନ ବକ୍ସର୍ ଆଦାମୁଙ୍କ ସହିତ…

ଆଜି ସନ୍ଧ୍ୟାରେ ନବୀନଙ୍କୁ ଭେଟିବେ କମଲ ହସନ

ଭୁବନେଶ୍ୱର: ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସକ କହୁଥିବା ଅଭିନେତା ତଥା ନେତା କମଲ ହସନ ସୋମବାର ସନ୍ଧ୍ୟାରେ ନବୀନ ନିବସଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂତ୍ରରୁ ପ୍ରକାଶ । ମକ୍କଲ ନିଡି ମଲ୍ଲମ (ଏମଏନଏମ)ର ସଂସ୍ଥାପକ ତଥା ସଭାପତିଙ୍କୁ କମଲ…

ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଗୃହରେ କଂଗ୍ରେସର ଦାବି

ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନୂତନ ଆଇନ ପ୍ରଣୟନ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୋମବାର ଦିନ ବିଧାନସଭାରେ ଅପିଲ କରିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ,ସାମ୍ବାଦିକ ମାନେ କର୍ତ୍ତବ୍ୟରତ ଅବସ୍ଥାରେ ଆସାଧୁ ବ୍ୟକ୍ତି ତଥା ଜନପ୍ରତିନିଧିଙ୍କ ଆକ୍ରୋଶର…