Latest Odisha News

BREAKING NEWS

କରୋନା ପଜିଟିଭ୍ ଚିହ୍ନଟ ହେଲେ କଟକ କ୍ୟାନସର ହସ୍ପିଟାଲର ରୋଗୀ

କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ରୋଗୀ କରୋନା ପଜିଟିଭ୍ ଚିହ୍ନଟ । ଏ ନେଇ ନିର୍ଦ୍ଦେଶକ ଲଲାଟେନ୍ଦୁ ଷଢଙ୍ଗୀ ସୂଚନା ଦେଇଛନ୍ତି । ଏହା ଜଣାପଡିବା ପରେ ଜରୁରୀକାଳୀନ ୱାର୍ଡକୁ ସିଲ୍ କରାଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରୋଗୀ ଜଣଙ୍କ ଗଂଜାମର । ଗତ ୧୯ ତାରିଖରେ କେମୋ…

ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଛି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିଲା । ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିଲା । ଏବେ ପୋଲିସକୁ ସୁଶାନ୍ତଙ୍କ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇଛି । ଏହି ରିପୋର୍ଟରେ ସୁଶାନ୍ତ ଫାଶୀ…

ମାଲକାନଗିରି ଦୁଷ୍କର୍ମ ଘଟଣାରେ ରାଜ୍ୟ ମାନବାଧିକାରଙ୍କ ପାଖରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଆଜି ରାଜ୍ୟ ମାନବାଧିକାରଙ୍କୁ ଭେଟିଛିି ରାଜ୍ୟ ବିଜେପି । ଘଟଣାକୁ ଦେଢ ମାସ ବିତି ଯାଇଥିଲେ ସୁଦ୍ଧା ଏ ଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ । ଘଟଣାରେ ମାନବାଧିକାର କମିଶନ…

କରୋନା ମହାମାରୀ: ଏକାଠି ହେଲେ ୧୩ ବିରୋଧି ରାଜନୈତିକ ଦଳ, ଜୁନ୍ ୨୬ରେ ରାଜ୍ୟସ୍ତରୀୟ ପ୍ରତିବାଦ ସଭା

ଭୁବନେଶ୍ୱର: କରୋନା ମହାମାରୀ ପରିଚାଳନାରେ ବିଫଳତା ଏବଂ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ଦାବିନେଇ ଏକାଠି ହୋଇଛନ୍ତି ରାଜ୍ୟର ୧୩ଟି ବିରୋଧି ରାଜନୈତିକ ଦଳ । ଆସନ୍ତା ଜୁନ୍ ୨୬ ତାରିଖରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।…

ଭକ୍ତି ଆଉ ଶକ୍ତି : ବଡିବିଲ୍ଡର ଅନୀଲଙ୍କ ରଥଟଣା ମନ କିଣୁଛି

ପୁରୀ: ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବଡି ବିଲ୍ଡର ଅନୀଲ ଗୋଚ୍ଛିକାର ଭକ୍ତି ଏବଂ ଶକ୍ତିର ପ୍ରଦର୍ଶନ ସମସ୍ତଙ୍କ ମନ କିଣୁଛି । ରଥଯାତ୍ରା କୋଭିଡ କଟକଣା ନିୟମ ମାନି କରିବା ପାଇଁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେବା ପରେ ସେବାୟତମାନେ ଏଥିରେ ରାଜି ହେବା ସହ ସଫଳ ମଧ୍ୟ କରିଥିଲେ । ଏହି ସେବାୟତଙ୍କ…

ପୋଲସରାରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁର ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । କୋଙ୍କରଡା ଗ୍ରାମର ତ୍ରିନାଥ ପ୍ରଧାନଙ୍କ ଚତୁର୍ଥ ଝିଅ ମଞ୍ଜୁସା ପ୍ରଧାନଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ମୃତ ଝିଅର ବାପା ତ୍ରିନାଥ ପ୍ରଧାନଙ୍କ ଏତଲା କ୍ରମେ ଝିଅ ୨ ବର୍ଷ…

ବିବାଦୀୟ ଲଦାଖ ସୀମାରୁ ଚୀନ ହଟୁନି, ଭାରତର ଶକ୍ତି ପ୍ରଦର୍ଶନ

ଲେହ: ବିବାଦୀୟ ଲଦାଖ ସୀମାରେ ଚୀନ ହଟିବା ପରିବର୍ତେ ସୈନ୍ୟଙ୍କୁ ଠୁଳ କରିବାରେ ଲାଗିଛି । ଏହା ବ୍ୟତୀତ ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରିଛି । ଭାରତ ଏହାକୁ ବିରୋଧ କରିବା ସହ ସୀମାରେ ଚୀନ ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରିଛି । ଭାରତର ଫାଇଟର ଜେଟ ଚୀନ ସେନା ଉପର ସମ୍ପୂର୍ଣ୍ଣ ନଜର…

ରାତି ୯ଟା ସୁଦ୍ଧା କେଉଁସବୁ ଜିଲ୍ଲାରେ ହେବ ବର୍ଷା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ବୁଧବାର ରାତି ୯ଟା ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।…

ରାଜ୍ୟରେ ୪ ହଜାର ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୩୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୪୧୨୩ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ବାଗ୍‌ଚୀ

ଭୁବନେଶ୍ୱର : ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । ବୟସ ବଢିଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ । ତେଣୁ ବୟସ୍କ ବ୍ୟକ୍ତିମାନେ ସାବଧାନ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖ୍ୟ ମୁଖ୍ୟ ମୁଖପାତ୍ର…