Latest Odisha News

BREAKING NEWS

କେନ୍ଦୁଝରରେ ଆରଟିଓ କର୍ମଚାରୀଙ୍କ ଉପରକୁ ମାଡ଼ିଗଲା ଟ୍ରକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆରଟିଓ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଉପରେ ମଙ୍ଗଳବାର ଦିନ ଏକ ଟ୍ରକ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଆରଟିଓ କର୍ମଚାରୀଙ୍କ ନାମ ବିଜୟ କୁମାର ମହାନ୍ତି ବୋଲି ଜଣାପଡିଛି । ବିଜୟ କେନ୍ଦୁଝର ଆରଟିଓ କାର୍ଯ୍ୟାଳୟର ଡ୍ରାଇଭର ଭାବେ କାର୍ଯ୍ୟ…

ଭୁବନେଶ୍ୱର ବାଲିଯାତ୍ରା ପାଇଁ କିପରି ରହିଛି ଟ୍ରାଫିକ କଟକଣା, ଜାଣନ୍ତୁ

ଭୁବନେଶ୍ବର: ଓଡିଶାର ଗୌରବମୟ ଇତିହାସକୁ ଆଜିବି ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ମଙ୍ଗଳବାର ସନ୍ଧ୍ୟାରୁ ଆଗାମୀ ୯ ଦିନ ଯାଏଁ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି ବାଲିଯାତ୍ରା । ମଞ୍ଚେଶ୍ୱର ଜରିପାଟଣା ଗ୍ରାମ ନିକଟସ୍ଥ କୁଆଖାଇ ନଦୀକୂଳରେ ଏହି ଯାତ୍ରାର ଆୟୋଜନ କରାଯାଇଛି । ପ୍ରବଳ…

ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପ୍ରଶାସନ…

ଓଡିଶାର ପ୍ରଥମ ‘ଡେଲିଭରି ଗାର୍ଲ’ ପ୍ରିୟଙ୍କା

ଭୁବନେଶ୍ୱର: ଆଜିର ଆଧୁନିକ ଯୁଗରେ ସବୁ କାମ ଅନଲାଇନରେ ହେଉଥିବା ବେଳେ ଖାଇବା ଠାରୁ ଆରମ୍ଭ କରି ଡ୍ରେସ୍ ପର୍ଯ୍ୟନ୍ତ କେବଳ ଗୋଟିଏ କ୍ଲିକରେ ଆମ ହାତ ପାହାନ୍ତାରେ ଆସି ପହଞ୍ଚି ଯାଉଛି । ସେସବୁକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବାରେ ଗୁରୁ ଦାୟିତ୍ୱ ତୁଲାଇଥାନ୍ତି ‘ଡେଲିଭରି ବୟ’ ମାନେ ।…

ପୁରୀରେ ଜଳିଗଲା ୧୧ଟି ପରିବାରର ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ପୁରୀ: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମାଛପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୧୧ଟି ପରିବାରର ଘର ଜଳି ଧୂଳିସାତ ହୋଇପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଏହି ଗାଁରେ ଅଚାନକ ନିଆଁ…

ଆଜିଠୁ ଐତିହାସିକ ବାଲିଯାତ୍ରା ଆରମ୍ଭ, ଚଳଚଞ୍ଚଳ କଟକ ସହର

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୨ ତାରିଖ ତଥା ଆଜିଠାରୁ ଆରମ୍ଭ ହେଉଛି । ଯାହାଫଳରେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି କଟକ ସହର । ମିଳିଥିବା ସୂଚନା ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଉଦଘାଟନ କରିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର…

ଡଙ୍ଗା ଭସା ହେଲା କାଳ; ପାଣିରେ ବୁଡି ୨ ମୃତ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି । ଶୀତୁଆ ପାହାନ୍ତିଆ ସକାଳୁ ହଜାର ହଜାର ଶ୍ରଦ୍ଧାଳୁମାନେ ରାଜ୍ୟ ବିଭିନ୍ନ ନଦୀ ଓ ପୁଷ୍କରଣୀ ସମେତ ଜଳାଶୟ ଗୁଡିକରେ…

ରାଉରକେଲାରେ ଦୁର୍ବୃତ୍ତଙ୍କ ସିରିଜ୍ ଲୁଟ୍

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପାଖାପାଖି ୪ଟି ଦୋକାନ ଲୁଟ୍ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଆଜି ସକାଳୁ କର୍ମଚାରୀମାନେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଚୋରୀ ହୋଇଥିବା ନେଇ ଜଣାପଡିଥିଲା…

ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ଗାନ୍ଦେରବାଲ୍ ଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଦେଖନ୍ତୁ ଭିଡ଼ିଓ: ଓଡ଼ିଶାର ଏହି ଗାଁ’ରେ ପଶିଲେ ହାତୀ ଦଳ, ଖାଇଲେ ଧାନଫସଲ…

ବାରିପଦା: ପୁଣି ଓଡ଼ିଶାରେ ହାତୀ ଉପଦ୍ରବ ଦେଖାଦେଇଛି । ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆ ବନଖଣ୍ଡରେ ଏକ ଜଙ୍ଗଲୀ ହାତୀ ଦଳ ଆଖପାଖ ଗ୍ରାମରେ ପଶି ଫସଲ ନଷ୍ଟ କରିଥିବାର ସୂଚନା ଏଏନଆଇ ସୂତ୍ରରୁ ଖବର ମିଳିଛି । #WATCH Odisha: A herd of wild elephants destroyed paddy crops…