Latest Odisha News

BREAKING NEWS

ଚୀନ ସହ ଲଢ଼ିବାକୁ ଭାରତର ପାହାଡୀ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ କମିବାର ନାମ ଧରୁନି । ଉଭୟ ଦେଶ ସେମାନଙ୍କ ସୀମାରେ ଯବାନମାନଙ୍କୁ ନିୟୋଜିତ କରିବା ଆରମ୍ଭ କରିଛନ୍ତି । ଚୀନ ସୀମାକୁ ଲାଗିଥିବା ୩୪୮୮ କିଲୋମିଟର ଏଲଏସିକୁ ଭାରତ ଜଗି ରହିଛି । ଏହି ଅବସରରେ ଗୋରିଲ୍ଲା ଯୁଦ୍ଧରେ ସିଦ୍ଧହସ୍ତ ପାହାଡୀ ସେନା (ମାଉଟେଂନ ଫୋର୍ସ)କୁ…

ଜୟ ଜଗନ୍ନାଥ, ପାଳନ ହେବ ରଥଯାତ୍ରା: ରାଜ୍ୟ ସରକାର

ଭୁବନେଶ୍ୱର: ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ କରି ନବୀନ ଜୟ ଜଗନ୍ନାଥ ବୋଲି ଲେଖିଛନ୍ତି । ସନ୍ଧ୍ୟା ୫ଟାରେ ପୁରୀରେ ରଥଯାତ୍ରା ସ୍ଥିତର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ ? Jai Jagannath ?…

ପୁରୀ ରଥଯାତ୍ରା ଅନୁମତି ମିଳିବା ପରେ ସବୁ ମହଲରୁ ସ୍ୱାଗତ

ପୁରୀ: ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମେତ ତିନିରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ । ଅଗଣିତ ହିନ୍ଦୁ ସମାଜ, ସାଢେ ଚାରି କୋଟି ଓଡ଼ିଆ ତଥା ବିଶ୍ୱବ୍ୟାପୀ ରହିଥିବା କୋଟି କୋଟି…

ଆଜି ୧୪୩ ପଜିଟିଭ, ୧୪୩ ସୁସ୍ଥ

ଭୁବନେଶ୍ୱର: ଆସିଲେ ୧୪୩ ଗଲେ ୧୪୩ । ଆଜି ସକାଳେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୧୪୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩୮୬୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ଟ୍ୱିଟ୍…

ପୁରୀ ରଥଯାତ୍ରା ହେବା ସପକ୍ଷରେ ସୁପ୍ରିମକୋର୍ଟରେ ଲଢିଲେ ଦେଶର ହାଇପ୍ରୋଫାଇଲ ଆଇନଜୀବୀ ସମୂହ

ନୂଆଦିଲ୍ଲୀ: ଶେଷରେ ମିଳିଛି ଆଶ୍ୱସ୍ତି । ପୁରୀରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟରେ ଏହାର ପୁନଃବିଚାର ବେଳେ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢିଥିଲେ ଦେଶର ହାଇପ୍ରୋଫାଇଲ ଓକିଲ । ଏମାନେ ହେଲେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ପୂର୍ବତନ ସଲିସିଟର…

ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ, ବଡଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ : ପୁରୀରେ ରଥଯାତ୍ରା ପାଇଁ ଫିଟିଲା ବାଟ । ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱର ଖଣ୍ଡପୀଠରେ ସଂଶୋଧନ ପିଟିସନ ଉପରେ ମାରାଥନ ଶୁଣାଣି ପରେ ନିୟନ୍ତ୍ରିତ ଢଙ୍ଗରେ ରଥ ଯାତ୍ରା ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ…

ଅନ୍ତରୀକ୍ଷରେ ଏଥର ମଜା ଉଠାଇହେବ କ୍ୟାପସୁଲ ବେଲୁନରେ, ୬ ଘଂଟା ବୁଲିବା ପାଇଁ ୯୬ଲକ୍ଷ ଦେବାକୁ ପଡିବ

ଫ୍ଲୋରିଡା:ଅନ୍ତରୀକ୍ଷ ବୁଲିବା ସ୍ୱପ୍ନ ଦେଖୁଥିବା ପର୍ଯ୍ୟଟକଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ସ୍ପେଶ ଟୁରିଜମ ସ୍ପେଶ ପର୍ସପେକଟିଭ କମ୍ପାନୀ ଏଥିପାଇଁ କ୍ୟାପସୁଲ ବେଲୁନ ପ୍ରସ୍ତୁତ କରିଛି । ଏହି ବେଲୁନରେ ୧ ଲକ୍ଷ ଫୁଟ ଉପର ବାୟୁମଣ୍ଡଳର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିହେବ । ୨୦୨୪ ସୁଦ୍ଧା…

ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତ: ଜିଲ୍ଲାପାଳ

ପୁରୀ: ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତ । ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳିଲେ ସବୁ ବିଭାଗର ସହଯୋଗରେ ରଥଯାତ୍ରା କରିବାକୁ ପ୍ରସ୍ତୁତ । ପରିଚାଳନା କମିଟି ସହ ଆଲୋଚନା ପରେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ…

ବିଶ୍ୱର ଶ୍ରେଷ୍ଠ ୧୦ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନିତ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯିଏକି ୬୪.୫ ମିଲିୟନ ଡଲାର୍ ରାଶିର ମାଲିକ ଏବେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ସାରା ଏସିଆରୁ ମୁକେଶ ଏକମାତ୍ର ବ୍ୟକ୍ତି ଭାବେ ଏହି ଗୌରବ ଅର୍ଜନ କରିଥିବା ନେଇ ବ୍ଲୁମବର୍ଗ…

ରାଜଧାନୀରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୁବଶୀଘ୍ର ୨୦୦ ଛୁଇଁବ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱାସନାର କଥା ହେଉଛି ଯେ, ସମସ୍ତ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଥିଲେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଗତ ୧୦ ତାରିଖ ଦିନ ଉତ୍ତର ପ୍ରଦେଶରୁ ଆସିଥିଲେ । ସେମାନେ ସମସ୍ତେ ପୁରୁଷ…