ଭଦ୍ରକରେ ଜଳିଗଲା ଅନେକ ଘର, ଲକ୍ଷାଧିକ ସମ୍ପତ୍ତି ନଷ୍ଟ
ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ଏନଏସି ଅନ୍ତର୍ଗତ କାଙ୍କରା ଗ୍ରାମରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପାଖାପଖି ୭ ବଖରା ଘର ଜଳି ଧୂଳିସାତ ହୋଇପଡିଛି ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଏହି ଗାଁରେ ଅଚାନକ ନିଆଁ ଲାଗିଯାଇଥିଲା ।…