ସିନେମା ‘ଫ୍ରମ ମି ଟୁ ୟୁ’କୁ ପ୍ରଥମ ଦିନରେ ଦର୍ଶକଙ୍କ ଠାରୁ ମିଳିଛି ଭଲ ପ୍ରତିକ୍ରିୟା
ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ଫ୍ରମ ମି ଟୁ ୟୁ' ଶୁକ୍ରବାର ଦିନ ଓଡ଼ିଶାର ୩୦ଟି ହଲରେ ମୁକ୍ତି ଲାଭ କରିଛି ।
ପ୍ରଥମ ଦିନରେ ଚଳଚ୍ଚିତ୍ରଟିକୁ ମିଳିଛି ଦର୍ଶକଙ୍କ ଭଲପାଇବା । ପ୍ରଥମ ଦିନରେ ସିନେମାଟିକୁ ଦେଖିବା ପାଇଁ କଟକର ବୃନ୍ଦାବନ ସିନେମା ହଲରେ ଲୋକଙ୍କ ଭିଡ଼ ପାରିଲିଖିତ ହୋଇଥିଲା।…