Latest Odisha News

BREAKING NEWS

‘ପ୍ରଶ୍ନକାଳ ନ ରହିଲେ ଗୃହ ଚାଲିବାର ମୂଲ୍ୟ ନାହିଁ’

ଭୁବନେଶ୍ୱର: କରୋନା କାଳ ଭିତରେ ଆଉ କିଛି ଦନ ଭିତରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ କରୋନା ଯୋଗୁଁ ଏହି ଅଧିନେଶରେ ପ୍ରଶ୍ନକାଳ ରହିବ ନାର୍ହି । ଏହି ପ୍ରସଙ୍ଗକୁ ନେଇ ଆଜି ବିରୋଧୀ କଂଗ୍ରେସ ସରକାରୁ ଟାର୍ଗେଟ କରିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି,…

ଚାକିରୀ ପାଇଁ ସଂଗ୍ରାମ କରୁଥିବା ଯୁବକମାନଙ୍କୁ ସମର୍ଥନ କରିବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର କହିଛନ୍ତି ଯେ ରୋଜଗାର ପାଇଁ ସଂଗ୍ରାମ କରୁଥିବା ଯୁବକ ମାନଙ୍କୁ ସମର୍ଥନ କରିବାର ଆବଶ୍ୟକତା ରହିଛି । ଯୁବକମାନେ ଅଟକି ରହିଥିବା ନିଯୁକ୍ତି, ପରୀକ୍ଷା ତାରିଖ ଏବଂ ନୂତନ ଚାକିରି ଉପରେ ସ୍ୱର ଉତ୍ତୋଳନ କରୁଛନ୍ତି। ଏହି ଦେଶର…

କଙ୍ଗନାଙ୍କ ଅଫିସ ଭଙ୍ଗା ଉପରେ କୋର୍ଟ ଲଗାଇଲେ ରୋକ, ବିଏମ୍‌ସିକୁ ଜବାବ ତଲବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ୍ ଭାଙ୍ଗିବା ଉପରେ ଲାଗିଲା ରୋକ । ବମ୍ବେ ହାଇକୋର୍ଟ ଏହାଉପରେ ରହିତାଦେଶ ଲଗାଇଛନ୍ତି । ଏଥିସହ ଏନେଇ ‘ବୃହନ୍‌ମୁମ୍ବାଇ ମହାନଗର ନିଗମ’ (ବିଏମସି)କୁ ଜବାବ ତଲବ ମଧ୍ୟ କରିଛନ୍ତି । ଆଜି ପୂର୍ବାହ୍ନରେ ‘ବି‌ଏମ୍‌ସି’ କର୍ମଚାରୀମାନେ…

ଏନ୍‌କାଉଣ୍ଟରେ ୪ ମାଓବାଦୀ ମୃତ

ବାଲିଗୁଡା: ଏନ୍‌କାଉଂଟରେ ଟଳିଲେ ୪ ମାଓବାଦୀ । କନ୍ଧମାଳ-କଳାହାଣ୍ଡି ସୀମାନ୍ତ  ବାଲିଗୁଡ଼ା ସ୍ଥିତ ଧୁସେରି ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଫଳରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଧୁସେରି ଜଙ୍ଗଲରେ…

କଙ୍ଗନା ରାନାୱତଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ପରେ ଗୃହମନ୍ତ୍ରୀଙ୍କୁ ଆସୁଛି ଧମକ କଲ : ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିବାଦକୁ ନେଇ ପୁଣିଥରେ ଧମକ ଆସିଥିବା ସୂଚନା ମିଳିଛି। ଶ୍ରୀ ଦେଶମୁଖ ମଙ୍ଗଳବାର ଦିନ ହିମାଚଳ ପ୍ରଦେଶରୁ ଏବଂ ଅନ୍ୟ ଏକ ସ୍ଥାନରୁ ବିଭିନ୍ନ ସ୍ଥାନରୁ କଲ୍ ଗ୍ରହଣ କରିଛନ୍ତି । ଆଜି ସକାଳ ପ୍ରାୟ ୬ ଟା…

ଭୁବନେଶ୍ୱର-କଟକରେ ହେବ ଲେନ୍ ଡ୍ରାଇଭିଂ !

ଭୁବନେଶ୍ୱର:ଖୁବଶୀଘ୍ର ଭୁବନେଶ୍ୱରରେ ହେବ ଲେନ ଡାଇଭିଂ । ଦୁର୍ଘଟଣା ହ୍ରାସ ଓ ସଡକ ନିରାପତା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ଏହି ଟ୍ରାଫିକ୍ ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିଥିଲେ ସରକାରଙ୍କ ପ୍ରମୁଖ ସଚିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଟକରେ ଲେନ୍…

ଟେଲି ଅଭିନେତ୍ରୀଙ୍କର ଆତ୍ମହତ୍ୟା ଅଭିଯୋଗ

ହାଇଦ୍ରାବାଦ: ଜଣାଶୁଣା ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପାଲ୍ଲୀ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ହାଇଦ୍ରାବାଦସ୍ଥିତ ତାଙ୍କ ଘରେ ଶ୍ରାବଣୀଙ୍କ ମୃତଦେହ ମିଳିଥିଲା। ତେବେ ନିର୍ଯ୍ୟାତନା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର…

ପୁଣି ଆରମ୍ଭ ହେବ DL ଓ LL ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ପୁଣି ଆରମ୍ଭ ହେବ ଡିଏଲ୍ ଓ ଏଲ୍‌ଏଲ୍ ଆବେଦନ ପ୍ରକ୍ରିୟା । ଏନେଇ ସମସ୍ତ ଆର୍‌ଟିଓକୁ ନିର୍ଦ୍ଦେଶ ଦିଆଯାଇ ଥିବାନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । କରୋନା ପାଇଁ DL, LL ଆବେଦନ ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା ।…

୧୨ରୁ ଗଡିବ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଗଡିବ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଓଡିଶାରୁ ଗୁଜରାଟକୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ ।  ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଓଡିଆଙ୍କ ପାଇଁ ଏହି ବ୍ୟବସ୍ଥା କରିଥିବାରୁ ଟୁଇଟ କରି…

ଧାମନଗର ବିଡ଼ିଓ କରୋନା ପଜିଟିଭ ଚିହ୍ନଟ

ଭଦ୍ରକ: ଧାମନଗର ବିଡ଼ିଓ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ବୁଧବାର ଦିନ ସୂଚନା ଦେଇଛନ୍ତି। ଏସମ୍ପର୍କରେ ଟ୍ବିଟ କରି ସଂକ୍ରମିତ ଅଧିକାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଉଲ୍ଲେଖଯୋଗ୍ୟ, ଭଦ୍ରକ…