Latest Odisha News

BREAKING NEWS

୧୬ ଜିଲ୍ଲାରେ ଝଡବର୍ଷା ଆଶଙ୍କା: ପାଣିପାଗ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦ୍ରାପଡା, ପୁରୀ, କୋରାପୁଟ, କଟକ (କଟକ ସହର),…

ଚୀନ ପାଇଁ ଭସ୍ମାସୁର ସାଜୁଛି କିଲର କରୋନା

ବେଜିଂ: କିଲର କରୋନା ଭସ୍ମାସୁର ସାଜି ପୁନର୍ବାର ତାର ପ୍ରକୃତ ସ୍ଥାନକୁ ଫେରୁଛି । ରିପୋର୍ଟ ମୁତାବକ ଚୀନରେ କରୋନା ସ୍ଥିତି କରାଳ ରୂପ ନେଉଛି । ଏହାକୁ ଦେଖି ରାଜଧାନୀ ବେଜିଂକୁ ବିମାନ ଚଳାଚଳ ସ୍ଥାନୀୟ ସରକାର ବନ୍ଦ କରିଛନ୍ତି । ୧୦ଟି ଅଂଚଳକୁ ଲକଡାଉନ କରାଯାଇଛି । ବେଜିଂର ଏକ ଫୁଡ…

ବଲିଉଡ ଓ ଟେଲି କଳାକାରଙ୍କ ରହସ୍ୟମୟ ମୃତ୍ୟୁ…

ନୂଆଦିଲ୍ଲୀ: ଖାସ୍ କରି ଅଭିନେତା ଓ ଅଭିନେତ୍ରୀମାନେ ନିଜ ଅଭିନୟର ଯାଦୁ ବଳରେ ଦର୍ଶକଙ୍କୁ ଖୁବ୍ ହସାଇ ଓ କନ୍ଦାଇ ମଧ୍ୟ ଥାଆନ୍ତି । ହେଲେ ସେମାନେ ବେଳେବେଳେ ଏମତି କିଛି କରିଯାଆନ୍ତି, ଯାହା ଅବିଶ୍ୱସନୀୟ ହୋଇପଡେ ତାଙ୍କ ଫାନ୍ ମାନଙ୍କ ପାଇଁ । ଗତକାଲି ଟେଲି ଜଗତରୁ ଅଭିନୟ ଦୁନିଆରେ ପାଦ…

ଭିଡିଓ ମାଧ୍ୟମରେ ସୁଶାନ୍ତ ସିଂହ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ବାଲୁକାଶିଳ୍ପୀ

ଭୁବନେଶ୍ୱର: 'କାଇ ପୋ ଚେ' ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଓଡିଶା ସମେତ ସାରା ଦେଶରେ ମ୍ରିୟମାଣ ହୋଇପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବାଲୁକା…

୨୪ ଘଣ୍ଟାରେ ୧୪୬ ନୂଆ ମାମଲା ସହ ରାଜ୍ୟରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୨୪ ଘଣ୍ଟାରେ ୧୪୬ ନୂଆ ମାମଲା ସହ ରାଜ୍ୟରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୬ ଟି ନୂଆ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର…

ନବରଙ୍ଗପୁରରୁ ଜବତ ହେଲା ୯୫ ଟି ବିରଳ କଇଁଛ

ନବରଙ୍ଗପୁର: ଓଡିଶାରେ ବନ୍ୟଜନ୍ତୁ ଚୋରା ଚାଲାଣ ବିରୋଧରେ ବନ ଅଧିକାରୀଙ୍କୁ ମିଳିଛି ଏକ ବଡ଼ ସଫଳତା । ରବିବାର ରାତିରେ ନବରଙ୍ଗପୁର ଜିଲ୍ଲାର ମୈଦାଲପୁର ଜଙ୍ଗଲ ଅଧିକାରୀମାନେ ୯୫ ଟି ବିରଳ କଇଁଛ ଜବତ କରିଛନ୍ତି। ସୂଚନାନୁସାରେ, ଏକ ବାଇକ୍ ଯୋଗେ ଜଣେ ବ୍ୟକ୍ତି ଏହି କଇଁଛମାନଙ୍କୁ ଏକ…

କାଶ୍ମୀରରେ ୩.୨ ତୀବ୍ରତାର ଭୂକମ୍ପ ଝଟକା

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୋମବାର ସକାଳ ପ୍ରାୟ ୪ଟା ୩୬ମି. ସମୟରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ହୋଇଥିବା ନେଇ ଆଧିକାରୀକ ସୁତ୍ରରୁ ପ୍ରକାଶ। ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ ମାତ୍ର ୫ କିଲୋମିଟର ଗଭୀରରେ ହୋଇଥିବା ଏହି କମ୍ପନ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କିତ…

ଉଗ୍ର ହେଉଛି କରୋନା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୧୧ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୩୨୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ବଢିଲା ସ୍ୱତନ୍ତ୍ର ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର: କରୋନା ଜନିତ ଲକଡାଉନ ହେତୁ ସ୍ୱତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଅନଲାଇନ୍ ଆବେଦନ ଅବଧିକୁ ବୃଦ୍ଧି କରାଯାଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବିଟେକ୍ ସ୍ପେଶାଲ ଓଜେଇଇର ଅନଲାଇନ ଆବେଦନ ଅବଧି ଜୁନ୍…

ଭାଙ୍ଗିଲା ୩ ବର୍ଷର ରେକର୍ଡ: ଲଗାତାର ୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ଖାଉଟିଙ୍କ ଉପରେ ଚାବୁକ ମାଡ଼। ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୯ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୬ ପଇସା ଓ ୭୨ ପଇସା ବୃଦ୍ଧି ପାଇଛି। ଭୁବନେଶ୍ୱରରେ ତୈଳ ଦର ୬୩ ପଇସା ବୃଦ୍ଧି ପାଇଛି । ସକାଳ ୬ଟାରୁ ଏହି…