କରୋନା ସଂକ୍ରମଣ ଭୟରେ ‘ଆଇଆରଏସ ଅଧିକାରୀ’ଙ୍କର ଆତ୍ମହତ୍ୟା ଅଭିଯୋଗ
ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେବା ଭୟରେ ୫୬ ବର୍ଷୀୟ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଦ୍ୱାରିକା ଠାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଦିଲ୍ଲୀ ପୋଲିସ ଦେଇଥିବା ସୁଚନା ଅନୁସାରେ କହିଛି, ଆର.କେ ପୁରାମ ସ୍ଥିତ 'ସିଆର' ବିଲଡିଂରେ ଆୟକର ବିଭାଗରେ ନିଯୁକ୍ତି ପାଇଥିବା…