Latest Odisha News

BREAKING NEWS

ଏବର୍ଷ କୋରାପୁଟରେ ଜନସାଧାରଣ ଟାଣି ପାରିବେନି ରଥ

କୋରାପୁଟ: ପୁରୀରେ ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଏଯାଏଁ ରାଜ୍ୟ ସରକାର କୌଣସି ଘୋଷଣା କରିନାହାନ୍ତି । କୋରାପୁଟରେ ଅନଷ୍ଠିତ ହେବାକୁ ଥିବା ରଥଯାତ୍ରାରେ କ’ଣ କଟକଣା ରହିବ ସେନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । କୋରାପୁଟ ଜିଲ୍ଲାରେ କରୋନା ମହାମାରୀ…

ସତ୍ୟବାଦୀ ବ୍ଲକର ୩ଟି ଗ୍ରାମ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷିତ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୩ଟି ଗ୍ରାମକୁ ଶନିବାର ଦିନ କରୋନା ସଂକ୍ରମଣ ନହେବା ଲାଗି କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ କରାଯାଇଛି । ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତର ପଖିମୁଣ୍ଡା ଗ୍ରାମରେ ୨ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସ୍ଥାନୀୟ…

କରୋନା କ୍ରିଏଟିଭିଟିରେ ଭିଡିଓର ଭିଉଜ ଆଧାରରେ ବିଜେତା ଚୟନ କରିବେ ତିନି ବିଚାରକ

ଭୁବନେଶ୍ୱର: www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଛନ୍ତି । ପ୍ରତିଯୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭିଡିଓ ଦାଖଲର ତାରିଖକୁ ୧୫ ତାରିଖକୁ ବୃଦ୍ଧି କରାଯାଇଛି । ଭିଡିଓର ଭିଉଜ ଆଧାରରେ ତିନି ବିଜେତା…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୪୫୪୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଟିପିଜି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ…

ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ସଂକ୍ରମିତ

ଇସଲାମାବାଦ: ପାକିସ୍ତାନରେ ଏବେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମ ‘ଡନ୍‌’ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ତଥାପି ଆସୁଛି ରଜ…

ତଥାପି ଆସୁଛି ରଜ... ସୁସ୍ମିତା ମହାପାତ୍ର ଗଜରାଜ ଡାକରାରେ ଆଉ ଆସୁନାହିଁ ରଜ, ଆସୁନାହିଁ ଆଷାଢର ଓଦା ପଣତରେ ସରସର ଭିଜିବାକୁ, ପୋଡ଼ପିଠା ମହକରେ ମହକିବାକୁ ଅଥବା ବାହିବାକୁ ବାଉଁଶ ଦୋଳିର କାତ, ଆସୁନାହିଁ ରଜ । ନାହିଁ ଆଜି ଅତୀତ ମଉସୁମୀର ସେ ମତୁଆଲା ପରଶ,…

ଓଡ଼ିଶାରେ ୨ ହଜାର କୋଟି ପୁଞ୍ଜି ନିବେଶ କରିବ ଆର୍ସେଲର-ମିତ୍ତଲ

ଭୁୁବନେଶ୍ୱର: ଆର୍ସେଲର-ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଛନ୍ତି । କମ୍ପାନି ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ବୋଲି ଘୋଷଣା କରିଛି । ଏହା ମାଧ୍ୟମରେ ପାରାଦୀପରେ…

ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ ଲକ୍ଷ୍ମୀବମ୍ ସମେତ ୮ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ଥିଏଟର ବନ୍ଦ ହୋଇ ରହିଛି । ଏହା ଦ୍ୱାରା ପ୍ରଚୁର କ୍ଷତି ହେଉଥିବାରୁ ପ୍ରଯୋଜକମାନେ ଏଥର ଫିଲ୍ମଗୁଡିକ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିବା ଆରମ୍ଭ କରିଛନ୍ତି । ଅମିତାଭ ବଚ୍ଚନ ଅଭିନୀତ ଗୁଲାବୋ-ସିତାବୋ ଫିଲ୍ମ ପରେ ଅକ୍ଷୟ କୁମାରଙ୍କ ବହୁ…

ଏଥର ରଜରେ ଅନ୍‌ଲାଇନରେ ମିଳିବ ପାନ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଆଙ୍କ ଗଣପର୍ବ ରଜ । ତେବେ କରୋନା ପାଇଁ ଚଳିତ ବର୍ଷ ରଜ ଫିକା ପଡିଛି । ଚାରିଆଡେ ଲକଡାଉନ କଟକଣା ଲାଗୁ କରାଯାଇଛି । ଏଥିସହ ସଟଡାଉନ୍ ବି ହୋଇଛି । ତେବେ ରଜ ଯେପରି ଫିକା ନପଡିବ ସେଥିପାଇଁ ଆରମ୍ଭ ହୋଇଛି ଅନ୍‌ଲାଇନ୍ ପାନ ବ୍ୟବସାୟ । ଏଥର ରଜରେ ଅନ୍‌ଲାଇନ୍‌ରେ…

କରୋନା ରୋଗର ଉପଶମ ପାଇଁ ପତଞ୍ଜଳି ଔଷଧ ବାହାର କରିଛି: ବାଲକ୍ରିଷ୍ଣ

ନୂଆଦିଲ୍ଲୀ: କରୋନା ମେଡିସିନ ପାଇଁ ବିଭିନ୍ନ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି । ତେବେ ଶନିବାର ଯୋଗଗୁରୁ ବାବା ରାମଦେବଙ୍କ ଯୋଗପୀଠ ପତଞ୍ଜଳି ଏହି ରୋଗର ଉପଶମ ପାଇଁ ଔଷଧ ବାହାର କରିଛି ବୋଲି ଏହାର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଛନ୍ତି । ଏଥିପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ସେମାନଙ୍କ…