ଶୋପିଆନରେ ଆଉ ୫ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ
ଶ୍ରୀନଗର: ସୁରକ୍ଷାକର୍ମୀ ବୁଧବାର ଶୋପିଆନ୍ରେ ଆଉ ୫ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ପୂର୍ବରୁ ରବିବାର ୫ ଏବଂ ସୋମବାର ୪ଆତଙ୍କବାଦୀଙ୍କୁ ପୋଲିସ ମାରିଥିଲା । ଜମ୍ମୁ ଓ କଶ୍ମୀର, ଆର୍ମି ଓ ସିଆରପିଏଫର ମିଳିତ ଭାବେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ…