ଏୟାର ଇଣ୍ଡିଆକୁ ଶକ୍ତ ଧକ୍କା; ଇସ୍ତଫା ଦେଲେ ୧୨୦ ପାଇଲଟ
ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୧୨୦ ପାଇଲଟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦରମା ଏବଂ ଚାକିରୀରେ ପଦୋନ୍ନତିକୁ ନେଇ ଏହି ପାଇଲଟମାନେ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । 'ଏ-୩୨୦ ଏୟାରବସ'ର ୧୨୦ ପାଇଲଟଙ୍କ ଦାବି ପୂରଣ…