କରୋନା ସଂକ୍ରମଣରେ ନୂଆଦିଲ୍ଲୀରେ ଓଡିଆଙ୍କ ମୃତ୍ୟୁ
କେନ୍ଦ୍ରାପଡା: ନୂଆଦିଲ୍ଲୀରେ କାର୍ଯ୍ୟରତ ଜଣେ ଓଡିଆ ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ମିଳିବା ପରେ ଆଳି ଥାନା ଅନ୍ତର୍ଗତ ବାଳକାଟୀ ପଞ୍ଚାୟତର ବଡଙ୍କୋ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ମୃତ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର ସ୍ୱାଇଁ ବୋଲି ଜଣାପଡିଛି ।…