ନୀଳଚକ୍ରରେ ଉଡୁଥିବା ଧଳା ପତାକାର ମହତ୍ତ୍ୱ ସମ୍ପର୍କରେ ଜାଣନ୍ତୁ
ପୁରୀ: ସାଧାରଣତଃ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ବିଭିନ୍ନ ରଙ୍ଗର ପତାକା ଉଡୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ସେବାୟତଙ୍କ ଅନୁଯାୟୀ ଏଠାରେ ଉଡୁଥିବା ଧଳା ରଙ୍ଗ ପତାକାର ରହିଛି ଏକ ବିଶେଷ ମହତ୍ତ୍ୱ।
“ସାଧାରଣତଃ ଭକ୍ତମାନେ ସେମାନଙ୍କର ମନୋସ୍କାମନା ପୂରଣ ପାଇଁ ମନ୍ଦିରକୁ ନାଲି, ହଳଦିଆ…