Latest Odisha News

BREAKING NEWS

ଆକ୍ସନ ମୁଡରେ ପୋଲିସ, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକ ଜିଲ୍ଲାର ଚୌଦ୍ୱାର ନିକଟରେ ସୋମବାର ସକାଳୁ ପୋଲିସ ଓ ଅପରାଧି ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଉକ୍ତ ଅପରାଧୀଙ୍କ ନାମ ମୁନା ଦେହୁରୀ ବୋଲି ଜଣାପଡିଛି । ଆହତ ଅପରାଧୀର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତା’କୁ ଚିକିତ୍ସା ନିମନ୍ତେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୪-୧୦-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୪ ତାରିଖ ସୋମବାର କନ୍ୟା ୨୮ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ…

ଜାତୀୟ ଚାମ୍ପିୟନସିପରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଝାଡ଼ଖଣ୍ଡର ରାଞ୍ଚିଠାରେ ଚାଲିଥିବା ୫୯ତମ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୁଇଦିନ ପୂର୍ବରୁ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରି ସ୍ୱର୍ଣ୍ଣ ଜିତିଥିବା ଦୂତୀ ରବିବାର ଦିନ ମହିଳା…

ଭିନ୍ନ ଉପାୟରେ ସମୁଦ୍ରରୁ ପ୍ରଚୁର ମାଛ ଧରିପାରୁଛନ୍ତି ଏହି ମତ୍ସ୍ୟଜୀବୀ; କିପରି ଜାଣନ୍ତୁ…

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ନୀଳକଣ୍ଠ ମଲ୍ଲିକ ଜଣେ ମତ୍ସ୍ୟଜୀବୀ ଭାବେ ସବୁଦିନ ସମୁଦ୍ରରେ ମାଛ ଧରନ୍ତି । ପୂର୍ବରୁ ପାରମ୍ପରିକ ଢଙ୍ଗରେ ନୀଳକଣ୍ଠ ସମୁଦ୍ରରୁ ସେମିତି ବିଶେଷ ମାଛ ଧରିପାରୁନଥିଲେ, ମାତ୍ର ଏବେ ଭିନ୍ନ ଉପାୟରେ ମାଛ ଧରି ସେ ପ୍ରଚୁର ଆୟ କରିପାରୁଛନ୍ତି । କେବଳ ନୀଳକଣ୍ଠ ଏକା…

ଖୋର୍ଦ୍ଧା-ନୟାଗଡ ପାସେଞ୍ଜର ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ

ଭୁବନେଶ୍ୱର: ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନର ପ୍ରାରମ୍ଭିକ ଚଳାଚଳ ୧୫ ତାରିଖରେ ଭୁବନେଶ୍ୱର ଠାରୁ କରାଯିବ I ଏହି ଟ୍ରେନ ଭୁବନେଶ୍ୱର ଠାରୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଫକିର’ କହିଲେ ଅନୁପମ ଖେର୍ !

ନୂଆଦିଲ୍ଲୀ: ତାମିଲନାଡୁର ମମଲ୍ଲାପୁରମରେ ଥିବା ତାଜ ଫିସରମ୍ୟାନ କାଭ୍ ରିସର୍ଟ ଆଣ୍ଡ ସ୍ପା ନିକଟ ସମୁଦ୍ର ବେଳାଭୂମିରୁ ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଳିଆ ଉଠାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମୋଦିଙ୍କ ଏଭଳି କାମକୁ ବହୁ ମାନ୍ୟଗଣ୍ୟ…

କ୍ରୀଡ଼ା ଗବେଷଣା ଓ ସଂରକ୍ଷଣ ଲାଗି ସମର୍ପିତ ଅନୁଷ୍ଠାନ ‘ସ୍ଫାର’ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଖେଳ ଓ ଖେଳାଳିଙ୍କ ବାବଦରେ ଗବେଷଣା, ତଥ୍ୟ, ଫଟୋ, ଚିତ୍ର ଏବଂ ରେକର୍ଡ ଆଦିର ସଂଗ୍ରହ ଓ ସଂରକ୍ଷଣ ତଥା ଦେଶୀୟ ଖେଳର ପ୍ରସାର ପାଇଁ ସମର୍ପିତ ଅନୁଷ୍ଠାନ ସ୍ପାର(ସ୍ପୋର୍ଟସ ପ୍ରମୋସନ, ଆର୍‍କାଇଭ ଆଣ୍ଡ ରିସର୍ଚ୍ଚ ବା କ୍ରୀଡା ପ୍ରୋତ୍ସାହନ, ଅଭିଲେଖାଗାର ଏବଂ ଗବେଷଣା) ଅନୁଷ୍ଠାନ…

ଚୌଦ୍ୱାରରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

କଟକ: ଚୌଦ୍ୱାର ନିକଟରେ ରବିବାର ଦିନ ପୋଲିସ ଓ ଅପରାଧି ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛି । ଉକ୍ତ ଅପରାଧୀଙ୍କ ନାମ ଅଜୟ ସାହୁ ଓରଫ୍ ଜିତୁ ବୋଲି ଜଣାପଡିଛି । ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଥିବା ନେଇ ପୋଲିସ…

ଚନ୍ଦ୍ରଭାଗାରେ ବୁଡି ଯାଉଥିଲେ ମହିଳା ପର୍ଯ୍ୟଟକ, ଉଦ୍ଧାର କଲେ ଫଟୋଗ୍ରାଫର

କୋଣାର୍କ: କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ବୁଡି ଯାଉଥିବା ଜଣେ ମହିଳା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଫଟୋଗ୍ରାଫର୍ । ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ରପ୍ରଦେଶର ଜଣେ ମହିଳା ପର୍ଯ୍ୟଟକ ଚନ୍ଦ୍ରଭାଗାରେ ଗାଧୋଉଥିବା ବେଳେ ଅଚାନକ ଉଚ୍ଚ ଢେଉ ଆସିବାରୁ ଦୁର୍ଭାଗ୍ୟବଶତଃ ସେ ଗଭୀର ଜଳରେ…