Latest Odisha News

BREAKING NEWS

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର: ନୀଳଗିରି ଜିଲ୍ଲାପାଳଙ୍କ ସହ ପାଟିତୁଣ୍ଡ ପରେ ଧାରଣାରେ ବସିଥିବା ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ପାଖାପାଖି ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଗତଶୁକ୍ରବାର ଦିନ ସକାଳ ପ୍ରାୟ ୮ଟା ବେଳେ ତହସିଲଦାର ସୁଶ୍ରିତା ଟୁଡୁ ଏବଂ ଅତିରିକ୍ତ…

ଓଡିଶାର ୧୦ଟି ଖଣି ନିଲାମ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ପାଖାପାଖି ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ । ଏନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଧିବିଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଯେଉଁ ନନ୍ କେପଟିଭ୍ ଖଣିର ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୨୦୨୦ ମସିହା…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଆଜି ଝଙ୍କଡ଼ରେ ପାଳିତ ହେଉଛି ମହାସପ୍ତମୀ; ମାଆ ସରସ୍ୱତୀଙ୍କ ରୂପରେ ପାଇବେ ପୂଜା…

ଭୁବନେଶ୍ୱର: ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ମାଆଙ୍କର ମହାସପ୍ତମୀ ପୂଜା ଆରମ୍ଭ ହୋଇଛି । ଓଡ଼ିଶାରେ ଅନେକ ଶକ୍ତିପୀଠ ବା ଦେବୀ ମନ୍ଦିର ପ୍ରସିଦ୍ଧି ଲାଭ କରିପାରିଛି । ଝଙ୍କଡ଼ର ମା’ଶାରଳା…

କେନ୍ଦ୍ରାପଡା: ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଅନ୍ତର୍ଗତ କଳାପୋଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀଙ୍କ ନାମ ଅନନ୍ତ ପ୍ରସାଦ ଜେନା ଏବଂ ପ୍ରଭାତ କୁମାର ନାୟକ ବୋଲି ଜଣାପଡିଛି। ତା’…

ମହାସପ୍ତମୀରେ ଉତ୍ସବ ମୁଖରିତ ହେଲା ଦେବୀପୀଠ ଭଟ୍ଟାରିକା…

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାର ପାର୍ବଣ ଋତୁରେ ଓଡ଼ିଶାରେ ଥିବା ସମସ୍ତ ଶକ୍ତିପୀଠରେ ଚାଲିଛି ପୂଜାର୍ଚ୍ଚନା । କେତେକ ପୀଠରେ ନବରାତ୍ରୀରୁ ପୂଜା ଆରମ୍ଭ ହୋଇଥିବା ବେଳେ ଅନେକ ଶକ୍ତିପୀଠରେ ସପ୍ତମୀରୁ ଆରମ୍ଭ ହୋଇଛି ବିଶେଷ ପୂଜା ଉପାସନା । ଶରତର ସାୟାହ୍ନ ସଞ୍ଜରେ ପ୍ରତ୍ୟେକ ପୀଠରେ ମା’ଙ୍କର…

ଚାକିରିରୁ ବହିଷ୍କୃତ ହେଲେ ତହସିଲଦାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର ତହସିଲଦାର ପ୍ରଦୀପ କୁମାର ବେହେରାଙ୍କୁ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ଚାକିରିରୁ ବହିଷ୍କୃତ କରିଛନ୍ତି । ଶ୍ରୀ ବେହେରା ୨୦୦୮ ମସିହାରେ ଏକ ଦୁର୍ନୀତି ଅଭିଯୋଗରେ ସମ୍ପୃକ୍ତ ରହିଥିବାର ସୂଚନା ମିଳିଛି ।

ରାଜ୍ୟର ୫୨ଟି ଡ଼ିଗ୍ରୀ କଲେଜରେ ନିଯୁକ୍ତ ହେବେ ୬୦୬ ଅଧ୍ୟାପକ

ଭୁବନେଶ୍ୱର: ଓଡିଶାର ୫୨ଟି ସରକାରୀ ଡ଼ିଗ୍ରୀ କଲେଜ ଲାଗି ପାଖାପାଖି ୬୦୬ ପଦବୀରେ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ସମୁଦାୟ ୨୦ଟି ବିଷୟ ପାଇଁ ଅଧ୍ୟାପକ/ଅଧ୍ୟାପିକା ନିଯୁକ୍ତି କରାଯିବ । ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ସିଗ୍ଧା ଚମ୍ପତିରାୟ ଏକ ଅଫିସିଆଲ୍ ପତ୍ର…

ଦେଖନ୍ତୁ: କିପରି ଦୁର୍ଗାପୂଜା ପେଣ୍ଡାଲରେ ଝୁମି ଝୁମି ଗୀତରେ ନାଚିଲେ ବିଧାୟକ !

ଜୟପୁର: ନିଜର ଉତ୍ତେଜିତ ଭାଷଣବାଜି ମାଧ୍ୟମରେ ହଟଚମଟ ସୃଷ୍ଟି କରି ବିଧାନସଭାକୁ ସରଗରମ କରିପାରୁଥିବା କଂଗ୍ରେସ ବିଧାୟକ ଗୁରୁବାର ଦିନ କିନ୍ତୁ ତାଙ୍କୁ ଭିନ୍ନ ନଜରରେ ଦେଖିବାକୁ ମିଳିଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ସମଗ୍ର ଓଡ଼ିଶା ଏବେ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ବିଧାୟକ ତାରା…