ସ୍ନାନ ଯାତ୍ରା ପାଇଁ ବଳଦେବ ଜୀଉ ମନ୍ଦିରରେ ୧୪୪ ଧାରା
କେନ୍ଦ୍ରାପଡା: ସ୍ନାନ ଯାତ୍ରା ପାଇଁ ଗୁରୁବାର ମଧ୍ୟରାତ୍ରିରୁ କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଉଛି।
ଉପଜିଲ୍ଲାପାଳ ଦେଇଥିବା ସୁଚନା ଅନୁସାରେ, ଆଜି ମଧ୍ୟରାତ୍ରିରୁ ଦେବତାମାନଙ୍କର ରୀତିନୀତି ଶେଷ ନହେବା ପର୍ଯ୍ୟନ୍ତ ଏହି ନିଷେଧାଦେଶ…