ଝାରସୁଗୁଡ଼ାରେ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା; ଆଉ ୨ ମୃତ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଲହଣ୍ଡାବୁଡା ଠାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।
ମୃତକଙ୍କ ମଧ୍ୟରେ ରହିଛନ୍ତି ବଡ ପୁଅ ଶ୍ରୀକାନ୍ତ ବିଶ୍ବାଳ (୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ…