ବିଷାକ୍ତ ମଣିଷର ଘୃଣ୍ୟ କାଣ୍ଡ; ସପୁରୀର ସ୍ୱପ୍ନ ଦେଖାଇ ନିରୀହ ଜୀବ ସହ ଛଳନା
ଭୁବନେଶ୍ୱର: ଧୀରେଧିରେ ଦୁନିଆରୁ ମାନବିକତା ଲୋପ ପାଇ ଯାଉଛି। ଏଠାରେ ପଶୁଟିଏ ମଣିଷ ଭଳି ଦୟା ଭାବ ପଦର୍ଶନ କରୁଥିବା ବେଳେ ମଣିଷ ପାଲଟି ଯାଉଛି ହିଂସ୍ର। ନିକଟରେ କେରଳରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଏହାକୁ ପ୍ରମାଣ କରିଛି।
ସୂଚନାନୁସାରେ, କେରଳର ମଲପ୍ପୁରମ ଜିଲ୍ଲାରେ ଲୋକ ଏକ…