ଖୁଦୁରୁକୁଣୀ ଓଷା: ଭାଇଙ୍କ ଶୁଭ ମନାସୀ ଭଉଣୀ କରେ ଉପବାସ, ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ
ଭୁବନେଶ୍ୱର: ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହା କୁଆଁରୀ ଓଡ଼ିଆ ଝିଅ ମାନେ ପାଳନ କରିଥାନ୍ତି। ଏଥିରେ ମା ମଙ୍ଗଳାଙ୍କର ପୂଜା ଅର୍ଚନା କରାଯାଇଥାଏ ।
ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଖୁଦୁରୁକୁଣୀଙ୍କୁ ପୂଜା…