ଦଲାଲଙ୍କ କବଳରୁ ମୁକ୍ତ ହେଉଛି ହସ୍ପିଟାଲ୍ ପରିସର; ୧୦ଜଣଙ୍କୁ ଗିରଫ କଲା ପୋଲିସ
କେନ୍ଦ୍ରାପଡ଼ା: ହସ୍ପିଟାଲ୍ ପରିସରକୁ ଦଲାଲଙ୍କ କବଳରୁ ମୁକ୍ତ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଆଜି ମଧ୍ୟ ପୋଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଦଲାଲଙ୍କୁ ଗିରଫ କରିଛି । ରାଜ୍ୟର ବିଭିନ୍ନ ହସ୍ପିଟାଲ୍ ପରିସରରୁ ପୋଲିସ ଶୁକ୍ରବାର ଦିନ ଜଣେ ମହିଳାଙ୍କ…