Latest Odisha News

BREAKING NEWS

ଅକୁହା କଥା

ଅକୁହା କଥା ପ୍ରଜ୍ଞା ନିବେଦିତା ନାୟକ ଧୀରେ କୁହ; କାଳେ କିଏ ଶୁଣିନେବ ତୁମ ଛାତିତଳର ସ୍ପନ୍ଦନ ଆଉ ମୋ ନିଃଶ୍ଵାସର ସ୍ଵର । ମିଞ୍ଜିମିଞ୍ଜି ତାରାଭରା ଜହ୍ନରାତିରେ ଗୋଲାପ ପାଖୁଡାର ବର୍ଷା ପୁଣି ନିଦର ସଉଦା। ପ୍ରଶ୍ନଭରା ଆଖିରେ ପ୍ରଣୟର ପ୍ରତିଛବି ଲଜ୍ଜାର ଓଢ଼ଣା ଫାଙ୍କେ…

ଭାରତ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ହେଲା ‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର’

ନୂଆଦିଲ୍ଲୀ: ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ଲାଗି ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ପୁରସ୍କାର ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ ଭାରତ ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଆରମ୍ଭ କରିଛନ୍ତି । ଗୃହ…

କର୍ପୋରେଟ୍ ଟ୍ୟାକ୍ସ ହ୍ରାସର ପ୍ରଭାବ: ଏବେ ୫,୦୦୦ କମ୍ ଦାମରେ ମିଳିବ ମାରୁତି କାର୍ !

ନୂଆଦିଲ୍ଲୀ: ଦେଶ ସର୍ବବୃହତ କାର୍ ନିର୍ମାଣ କମ୍ପାନୀ ‘ମାରୁତି ସୁଜୁକି’ ବୁଧବାର ଦିନ ଗ୍ରାହକଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛି । କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବାଯୋଗୁଁ ଏହାର ସୁପ୍ରଭାବ କାର୍ କ୍ରେତାଙ୍କୁ ମିଳିଛି । ମାରୁତି ସୁଜୁକି କମ୍ପାନୀ କାର୍ ମୂଲ୍ୟରେ ୫,୦୦୦ ଟଙ୍କା ହ୍ରାସ…

ସେଞ୍ଚୁରୀ ମାରିଲା ଆୟୁଷ୍ମାନଙ୍କ ‘ଡ୍ରିମଗାର୍ଲ’!

ମୁମ୍ବାଇ: ଆଇଫା ଆୱାର୍ଡ଼ ପ୍ରାପ୍ତ ଟ୍ୟାଲେଣ୍ଟେଡ଼ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମଗାର୍ଲ'ର ଆୟ ୧୦୦ କୋଟିରେ ପହଞ୍ଚିଛି । ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମଟି ୧୦୧.୪୦ କୋଟି ଆୟ କରି ସାରିଲାଣି । ଫିଲ୍ମଟିକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି…

ପାକିସ୍ତାନରେ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର, ପଞ୍ଜାବ ଏବଂ ଖାଇବର ଫାଖତୁନଖ୍ୱା ପ୍ରୋଭିନ୍ସରେ ମଙ୍ଗଳବାର ଦିନ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢି ୩୦ ରେ ପହଞ୍ଚିଛି । ଏହି ଭୂକମ୍ପରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ପାକିସ୍ତାନରେ ଭୟଙ୍କର ଭୂମିକମ୍ପର ପ୍ରଭାବ…

ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରିବ ଏସଟିଏଫ୍

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ଡ୍ରଗ୍ କାରବାର ସମ୍ପର୍କରେ ଛାନଭିନ୍ନ କରିବା ସହିତ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଯୋଜନା କରୁଛି । ଗଣମାଧ୍ୟମକୁ ସୂଚନା ଦେଇ ଏସଟିଏଫ୍ ଏସପି ରାହୁଲ୍ ପି ଆର୍ କହିଛନ୍ତି,…

ଭଦ୍ରକରେ ମିଳିଲା ବିରଳ ପ୍ରଜାତି ମାଛ, ଦାମ୍ ଜାଣିଲେ ଉଡିଯିବ ହୋସ୍

ଚାନ୍ଦବାଲି: ଓଡିଶା ଉପକୂଳବର୍ତ୍ତୀ ଧାମରା ପୋର୍ଟ ନିକଟ ଗଭୀର ସମୁଦ୍ର ମଧ୍ୟରୁ ଏକ ‘ହ୍ୱେଲ ସାର୍କ’ ମାଛ ଧରାଯାଇଛି । ଏହି ମାଛଟିକୁ ପ୍ରାୟ ୭ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଦୁର୍ଲଭ ମାଛଟିର ଓଜନ ପାଖାପାଖି ୧…

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ଜଣେ ନାବାଳକ ସମେତ ୭ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଜଙ୍ଗଲ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ବୁଧବାର ଦିନ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ଗଣମାଧ୍ୟମକୁ ସୂଚନା ଦେଇ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର କହିଛନ୍ତି, ଗିରଫ ୭ ଜଣ ମଧ୍ୟରୁ ୪ ଜଣ ଉକ୍ତ ୨୨…

ଓଲିଉଡ ସହ ‘ବିଗ୍ ବି’ଙ୍କ କିପରି ରହିଛି ସମ୍ପର୍କ, ଜାଣନ୍ତୁ

ଭୁବନେଶ୍ୱର: "ରିସ୍ତେ ମେଁ ତୋ ହମ ତୁମହାରେ ବାପ ଲଗତେ ହେ, ନାମ ହେ ସେହେନସା", ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ଏହି ଡାଇଲଗରେ ତାଳି ଓ ହ୍ବିସିଲରେ ପ୍ରକମ୍ପିତ ହୋଇଯାଉଥିଲା ସିନେମା ହଲ । ବର୍ତ୍ତମାନ ଚଳଚ୍ଚିତ୍ର ଦୁନିଆର ଶ୍ରେଷ୍ଠ ପୁରସ୍କାର, 'ଦାଦା ସାହେବ ଫାଲକେ' ସମ୍ମାନର ଅଧିକାରୀ…

ପ୍ରବଳ ବର୍ଷାରେ ବେହାଲ ଟ୍ୱିନସିଟି

କଟକ/ଭୁବନେଶ୍ୱର: ଟ୍ୱିନସିଟିରେ ଗତ ୩୬ ଘଣ୍ଟାଧରି ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଉଭୟ କଟକ ଓ ଭୁବନେଶ୍ୱର ସହରର ଜୀବନ ଯାତ୍ରା ବ୍ୟାହତ ହୋଇଛି । ଲଗାଣ ବର୍ଷାଯୋଗୁଁ ଭୁବନେଶ୍ୱରରେ ତଳିଆ ଅଞ୍ଚଳର ବର୍ଷା ଜଳ ପ୍ରବେଶ କରିଥିବା ବେଳେ ଚିନ୍ତାମଣୀଶ୍ୱର, ଲକ୍ଷ୍ମୀସାଗର, ଆଚାର୍ଯ୍ୟ ବିହାର,…