ଏହିସବୁ ବାସ୍ତୁଦୋଷ ଯୋଗୁଁ ଘରେ ଲାଗିରହେ କଳହ !
ଭୁବନେଶ୍ୱର: ଘରକୁ ସଜାଇବା ପାଇଁ ଆମେ ବାସ୍ତୁ ବିଶାରଦଙ୍କ ମତାମତ ନେଇଥାନ୍ତି। ଘରେ ବସ୍ତୁଦୋଷ ଥିଲେ ସମ୍ପର୍କରେ ତିକ୍ତତା ଲାଗିରହିଥାଏ ।
ଆସନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ କେଉଁସବୁ ଦିଗ ଉପରେ ଧ୍ୟାନ ରଖିଲେ ଏହିସବୁ ସମସ୍ୟା ଠାରୁ ଦୂରେଇ ରହିବେ:
ଆପଣଙ୍କ ଶୋଇବା ଘରେ ଭଗବାନଙ୍କ…