Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୦୯-୨୦୧୯ ମଙ୍ଗଳ ବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୭ରିଖ ମଙ୍ଗଳବାର କନ ୧ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ…

‘ବିଜୟ ହଜାରେ ଟ୍ରଫି’ ଲାଗି ଘୋଷିତ ହେଲା ଓଡିଶା ଦଳ

କଟକ: ଓଡିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ସୋମବାର ଦିନ ୨୦୧୯-୨୦ ବିଜୟ ହଜାରେ ଟ୍ରଫି ଲାଗି  ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଓଡିଶା ଦଳ ପ୍ରଥମ ୨ଟି ମ୍ୟାଚ ବରୋଦା ଓ ହରିୟାଣା ସହ ଖେଳିବାକୁ ଥିବାବେଳେ ଟିମର କ୍ୟାପଟେନ୍ ସାଜିଛନ୍ତି ଶୁଭ୍ରାଂଶୁ ସେନାପତି। ଓ୍ବିକେଟ୍ କିପର୍ ସୁଜିତ…

ଏମିତି ଏକ ସ୍ଥାନ, ଯେଉଁଠି ଗୋରା ପିଲା ଜନ୍ମ ହେଲେ ମିଳେ ମୃତ୍ୟୁଦଣ୍ଡ !

ଭୁବନେଶ୍ୱର: ଶିଶୁଟିଏ ମାଆ ଗର୍ଭରେ ଥିବାବେଳେ, ପିଲାଟି କିପରି ଗୋର ଆଉ ସୁନ୍ଦର ହେବ, ସେଥିପାଇଁ ମାଆକୁ ଫଳ ଓ କେଶର ଭଳି ଖାଦ୍ୟ ଦିଆଯାଇଥାଏ । ପ୍ରାୟତଃ ନବଜାତ ଶିଶୁଟିର ବର୍ଣ୍ଣ ଗୋରା ହୋଇଥିଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ । କିନ୍ତୁ କଣ ଆପଣ ଭାବି ପାରୁଛନ୍ତି ଯେ, ଶିଶୁଟିର…

ଭିଜିଲାନ୍ସ ଜାଲରେ ପୁରୀ ଜଳସେଚନ ସହକାରୀ ଯନ୍ତ୍ରୀ

ପୁରୀ: ପୁରୀ ସ୍ଥିତ ନିମାପଡା ଜଳ ସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ମଧୁବନ ସ୍ଥିତ ଘର…

ପୂର୍ବତନ ବିଧାୟକମାନେ ତୁରନ୍ତ ସରକାରୀ କ୍ୱାର୍ଟର ଛାଡନ୍ତୁ: ବାଚସ୍ପତି

ଭୁବନେଶ୍ୱର: ପୂର୍ବତନ ବିଧାୟକମାନେ ତୁରନ୍ତ ସରକାରୀ ବଙ୍ଗଳା ଛାଡନ୍ତୁ ବୋଲି ସୋମବାର ଦିନ ପ୍ରକାଶ କରିଛନ୍ତି ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସରକାରୀ କ୍ୱାଟର ଛାଡିଲେ ସେସବୁକୁ ନୂଆ ବିଧାୟକମାନଙ୍କୁ ଆବଣ୍ଟନ କରାଯିବ ବୋଲି ବାଚସ୍ପତି ଏନେଇ ଏକ ପତ୍ର ପୂର୍ବତନ…

ଆଦାନୀ ଧାମରା ପୋର୍ଟରେ ‘ଓନାମ’ ଉତ୍ସବ ପାଳିତ

ଧାମରା: ଦକ୍ଷିଣ ଭାରତୀୟ (ମାଲାୟାଲମ)ମାନଙ୍କର ଏକ ପ୍ରସିଦ୍ଧ ବାର୍ଷିକ କୃଷିଭିତ୍ତିକ ପର୍ବ ‘ଓନାମ’ ଆଦାନୀ ଧାମରା ପୋର୍ଟ କମ୍ୟୁନିଟୀ ହଲରେ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଧାମରା ପୋର୍ଟର ସମସ୍ତ ଅଧିକାରୀ ତଥା ପରିବାର ସଦସ୍ୟ ଏହି ‘ଓନାମ’ ପର୍ବ କୁ ବେଶ୍ ଆନନ୍ଦ ଉତ୍ସାହର…

ଆତ୍ମହତ୍ୟା କଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତି କୋଦେଲା ଶିବପ୍ରସାଦ ରାଓ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କୋଦେଲା ଶିବପ୍ରସାଦ ରାଓ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ପରେ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ…

ଆସୁଛନ୍ତି ମାଆ ! କେବେ ଓ କେଉଁ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ, ଜାଣନ୍ତୁ

ଭୁବନେଶ୍ୱର: ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାଠାରୁ ଆରମ୍ଭ ହୋଇଛି ପାର୍ବଣ ଋତୁ । ସିଦ୍ଧି ବିନାୟକଙ୍କ ପୂଜା ପରେ ଏବେ ପାଳି ମାଆ ଦଶଭୁଜା ଦୁର୍ଗାଙ୍କର । ଶରତ ଋତୁର କୋହଲା ପବନ, ଆଉ ସେହି ପବନରେ ନାଚି ଉଠୁଥିବା କାଶତଣ୍ଡି ଫୁଲକୁ ଦେଖିଲେ ଲାଗୁଛି ମାଆଙ୍କ ଆସିବାର ବେଳ ଆସିଗଲାଣି । ମାଆଙ୍କ…

ପୁଣିଥରେ ଏକାଠି ନଜର ଆସିବେ କପିଲ ଶର୍ମା ଓ ସୁନୀଲ ଗ୍ରୋଭର !

ମୁମ୍ବାଇ: କପିଲ ଶର୍ମା ନିଜ ନିଆରା ଅନ୍ଦାଜର କମେଡି ପାଇଁ ସାଉଁଟି ପରିଛନ୍ତି ବେଶ୍ ଲୋକପ୍ରିୟତା । ଖୁବ କମ ଦିନରେ ବଲିଉଡର ଆଗଧାଡ଼ିର ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଆସୁଛି କପିଲଙ୍କ ନାମ । ତେବେ କପିଲ ଶର୍ମାଙ୍କ ରିଆଲିଟି ସୋ’ ‘ଦି କପିଲ ଶର୍ମା ସୋ’ ମଧ୍ୟ ଦର୍ଶକଙ୍କୁ ବେଶ୍ ହସାଉଛି…

ଭୁଷୁଡିଲା ଇନ୍ଦ୍ରଦ୍ୟୁମ୍ନ ପାଚେରୀ !

ପୁରୀ: ଭୁଷୁଡିଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ସୁରକ୍ଷା ପାଚେରୀ । ଏହି ପାଚେରୀର ଗୋଟିଏ ପାର୍ଶ୍ଵ ରବିବାର ରାତିରେ ଭୁଷୁଡିଯିବା ଫଳରେ ଏହାସହ ସଂଲଗ୍ନ ରାସ୍ତାରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ପ୍ରାୟ ଦେଢବର୍ଷ ତଳେ ପ୍ରବଳ ବର୍ଷା ଯୋଗୁଁ ଏହି ପ୍ରାଚୀରର ଏକ ଅଂଶ ଭୁଷୁଡି…