Latest Odisha News

BREAKING NEWS

ଚୀନ ସଂସଦରେ ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଲ୍ ପାରିତ

ବେଜିଂ:ବିଭିନ୍ନ ସ୍ତରରେ ବିରୋଧ ହେବା ସତ୍ୱେ ଚୀନ ସଂସଦରେ ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଧେୟକ ପାରିତ ହୋଇଛି । ଅଧିକାଂଶ ଦେଶ ଏହି ବିଲ୍ ବିରୋଧରେ ଥିଲେ । ସମସ୍ତଙ୍କ ଚ୍ୟାଲେଞ୍ଜକୁ ଆହ୍ୱାନ କରି ଚୀନ ବିଲ୍ ପାସ୍ କରିଛି । ଚୀନର ସଂସଦ ଏନସିପିରେ ଆଗତ ବିଲ୍‌କୁ ବହୁ ସାଂସଦ ସମର୍ଥନ…

ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ପଶ୍ଚିମବଙ୍ଗର ସମସ୍ତ ଶିକ୍ଷାନୁଷ୍ଠାନ

କୋଲକାତା: ମହାମାରୀ କରୋନା ଏବଂ ବାତ୍ୟା ଆମ୍ଫନ୍ ସଂକଟ ଯୋଗୁଁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ର ସମସ୍ତ ସ୍କୁଲ ତଥା କଲେଜ ଗୁଡିକ ବନ୍ଦ ରହିବା ନେଇ ସୂଚନା ମିଳିଅଛି । ଗତ ମଇ ୨୧ ତାରିଖ ରେ ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଆମ୍ଫନ୍ ଯୋଗୁ ବୋହିଥିବା ପବନ ତଥା…

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁକ୍ରବାର ଠାରୁ ହ୍ରାସ ପାଇବ ରୌଦ୍ରତାପ

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ଧିରେ ଧିରେ ହ୍ରାସ ପାଇବ ବୋଲି ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ…

ସହାୟତା କଲେ ସୋନୁ ସୁଦ, ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡ଼ିଆ ଝିଅ

ଭୁବନେଶ୍ୱର: କାଲି ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡ଼ିଆ ଝିଅ । ସ୍ୱତନ୍ତ୍ର ବମାନ ଯୋଗେ ସୋମନେ ଫେରିବେ । ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ସେ ପ୍ରବାସୀଙ୍କ ପାଇଁ ଏବେ ରିଲ ଲାଇଫ ହିରୋରୁ ରିଅଲ ଲାଇଫ୍ ହିରୋ ପାଲଟିଛନ୍ତି । ସୋନୁ ଏବେ ପ୍ରବାସୀ…

ମିଳିଲା ଅନୁମତି, ଭୁବନେଶ୍ୱରରେ ବିମାନ କର୍ମଚାରୀଙ୍କ ପାଇଁ ଖୋଲିଲା ହୋଟେଲ

ଭୁବନେଶ୍ୱର: ବିମାନ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ହୋଟେଲ । ହୋଟେଲ ସଂଘର ଅନୁରୋଧ ପରେ ବିମାନ କର୍ମଚାରୀଙ୍କ ପାଇଁ ହୋଟେଲ ଖୋଲିବାକୁ ଅନୁମତି ଦେଲା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ । ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ୨୫ରୁ…

ପ୍ରବାସୀ ଶ୍ରମିକଙ୍କ ଦୁଃଖ ବୁଝିପାରୁନି ବିଜେପି: ସୋନିଆ

ନୂଆଦିଲ୍ଲୀ: ଦୁନିଆ ଦେଖିଲାଣି ପ୍ରବାସୀଙ୍କ ଦୁଃଖ । ସେମାନଙ୍କ ଭୟ, ସେମାନଙ୍କ କାତର ସ୍ୱର, ସେମାନଙ୍କ ଯନ୍ତ୍ରଣା, ଦେଶରେ ସମସ୍ତେ ଶୁଣିଲେଣି । ହେଲେ ବିଜେପି ସରକାରଙ୍କ କାନକୁ କିନ୍ତୁ ଏହା ଶୁଣାଯାଉନି । ସମସ୍ତେ ପ୍ରବାସୀଙ୍କୁ ଦୁଃଖ ଅନୁଭବ କରୁଛନ୍ତି କିନ୍ତୁ ବିଜେପି ଏହାକୁ ଦେଖି…

ଯୋଦ୍ଧା…

ଯୋଦ୍ଧା ସୁସ୍ମିତା ମହାପାତ୍ର ଯୋଦ୍ଧା ଭାବେ ଅବା ଜନହିତେ କେବେ ହାରିଲେ ଜୀବନ, ପଠାଇବ ମୋ ଶରୀର ଜନମ ମାଟିକୁ ମୋର ଏହି ନିବେଦନ । ବକ୍ଷରେ ସଜାଇ ବୀର ପଦକ ମୋହର ଶୁଣାଇବ ମାଆକୁ ମୋ ସୁକରମ ଗାଥା, ଦେଶ ପାଇଁ ଦେଇଅଛି ପ୍ରାଣ ସୁପୁତ୍ର ତାହାର କାହା ଆଗେ କେବେ ସିଏ ନତ ନକରିବ ମଥା…

୨୭ ଦିନରେ ଏଭେରେଷ୍ଟର ଉଚ୍ଚତା ମାପିଲା ଚୀନ

ବେଜିଂ: କରୋନା ମହାମାରୀରୁ ମୁକୁଳିବା ପାଇଁ ସାରା ବିଶ୍ୱ ଏବେ ଚେଷ୍ଟା ଚଳାଇଛନ୍ତି । ତେବେ ଏହାର ଉତ୍ପତି ସ୍ଥଳ ଚୀନରେ କିନ୍ତୁ ସ୍ଥିତି ସାଧାରଣ ହେବାରେ ଲାଗିଛି । ଇତି ମଧ୍ୟରେ ଚୀନ ଏଭେରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଛି । ନେପାଳ ଦ୍ୱାରା କରାଯାଇଥିବା ମାପ ତୁଳନାରେ ଏହାର ଉଚ୍ଚତା ୩.୭…

ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଓ ଭଡା ଦେବେ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଏବେ ତାଲା ବନ୍ଦ ପଡିଛି । ଚାରିଆଡେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ । ଏହାରି ଭିତରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ତେବେ ଫେରିବା ବାଟରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେମାନେ । ଏହାକୁ ନଜରରେ ରଖି…

କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କୁ ଆକ୍ରମଣ ଅଭିଯୋଗ

ଜଗତସିଂହପୁର: କ୍ୱାରେଣ୍ଟାଇନ୍ ସେଂଟରରେ ପ୍ରବାସୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା କ୍ୱାରେଂଟିନ୍ ସେଂଟରରେ ଘଟିଛି ଏଭଳି ଘଟଣା । ସରପଂଚଙ୍କ ସ୍ୱାମୀ ଓ ପଂଚାୟତ ନିର୍ବାହୀ ଅଧିକାରୀ ଜଣେ…