ଶ୍ରୀକ୍ଷେତ୍ର ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହେଲା ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ
ପୁରୀ: ପୁରୀରେ ପଞ୍ଚମହାଦେବଙ୍କ ପାରମ୍ପରିକ ନୀତିରେ ପାଳିତ ହୋଇଯାଇଛି ‘ଶୀତଳ ଷଷ୍ଠୀ’, ଗୁଆଲି ଉତ୍ସବ ।
"ଐହେହି ଦେବେଶ ପିନାକପାଣେ ଶଶାଙ୍କ ମୌଳି ବୃଷାଭାଧିରୂଢ ।
ଦେବାଧିଦେବେଶ ମହେଶ ନିତ୍ୟଂ ଗୃହାଣ ପୂଜା ଭଗବନ୍ ନମସ୍ତେ ।।"
ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ…