Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୦୯-୨୦୧୯ ରବିବାର  ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ... ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୫ରିଖ ରବିବାର ସିଂହ ୩୦ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର…

ଜାଣନ୍ତୁ, କେଉଁ ସ୍ୱପ୍ନ ଦେଖିଲେ କଣ ମିଳିଥାଏ ଫଳ !

ଭୁବନେଶ୍ୱର: ରାତିରେ ଶୋଇବା ସମୟରେ ଆମେ ପ୍ରାୟତଃ ପ୍ରତ୍ୟେକ ଦିନ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ସେଥିରୁ କିଛି ମନେ ରହେ ଆଉ କିଛି ମନେ ରାହେନା । ସ୍ୱପ୍ନ ଦେଖିବା ତ ଅତି ସାଧାରଣ କଥା। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱପ୍ନ ଦେଖିବାର ରହିଛି କିଛି ଖାସ୍ ବିଶେଷତ୍ବ ରହିଛି।…

ଗ୍ରାହକଙ୍କ ପାଇଁ ଖୁସି ଖବର; ୨ ହଜାର ଟଙ୍କା ହ୍ରାସ ପାଇଲା ସୁନାଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାଦର କ୍ରମାଗତ ଭାବେ ବଢି ୧୦ ଗ୍ରାମକୁ ୪୦ ହଜାର ଟଙ୍କା ପାରି କରିଥିଲା । ହେଲେ ଏବେ ସୁନା ଦର ଟିକିଏ କମିବାରେ ଲାଗିଛି । ଗୋଟିଏ ସପ୍ତାହରେ ଏହା ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି । ସେପ୍ଟେମ୍ବର ୫ ତାରିଖରେ ଦଶଗ୍ରାମ ପ୍ରତି ୪୦,୪୭୦ ଟଙ୍କା ଥିବା ବେଳେ…

ଜାଣନ୍ତୁ, ସଂସଦୀୟ କମିଟିରେ କେଉଁ ଓଡିଆ ସାଂସଦଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ଓଡିଶାର ପ୍ରାୟ ୧୭ ଜଣ ସାଂସଦଙ୍କୁ ଶନିବାର ଦିନ ପାର୍ଲିଆମେଣ୍ଟାରୀ ପ୍ୟାନେଲ୍ ତଥା ସଂସଦୀୟ କମିଟିରେ ସାମିଲ କରାଯାଇଛି । ଜାଣନ୍ତୁ, କେଉଁ କମିଟିରେ କିଏ ପାଇଲେ ସ୍ଥାନ- ଅର୍ଥ କମିଟି- ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ବାଣିଜ୍ୟ କମିଟି-…

ଛାଡପତ୍ର ମାମଲା ଚାଲୁଥିବା ବେଳେ ମହିଳାଙ୍କୁ ମିଳିବ ପେନସନ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛାଡପତ୍ର ମାମଲା ଚାଲୁଥିବା ବେଳେ ସମ୍ପୃକ୍ତ ମହିଳାଙ୍କୁ ପେନସନ୍ ପ୍ରଦାନ କରାଯିବା ନେଇ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ବାର୍ଷିକ ୪୦ ହଜାରରୁ…

ଆଇଆଇଏମସିରେ ‘ହିନ୍ଦୀ ଦିବସ’ ପାଳିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଶୁକ୍ରବାର ଦିନ ‘ହିନ୍ଦୀ ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ ଡ. ଉମାଶଙ୍କର ପାଣ୍ଡେ କହିଛନ୍ତି, “ଦେଶର ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ ଭାବନାକୁ ଯୋଡ଼ିପାରିଛି ହିନ୍ଦୀ ଭାଷା । କେବଳ…

‘କୁଇନ’ ହେବେ ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ନିମକି'ର ସଫଳତା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ନଜର ଆସିବେ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'କୁଇନ'ରେ । ବର୍ଷାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତା ଜୟଜିତ ଦାସ । ମିଳିଥିବା ସୂଚନା ଅନୁସାରେ ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ପାପି…

ଖୋର୍ଦ୍ଧାରେ ରୋଡ୍ ରୋମିଓକୁ ନିସ୍ତୁକ ପିଟିଲେ ଲୋକେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକକୁ ଧରି ନିର୍ଧୁମ୍ ପିଟିଛନ୍ତି । ମିଳିଥିବା ସୂଚନାନୁଯାୟୀ କୁମାରଙ୍ଗା ଛକ ନିକଟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଟିଉସନରୁ ଘରକୁ ଫେରୁଥିବା ବେଳେ ପାଖାପାଖି ୩ ଜଣ ଯୁବକ…

ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା’

ଫୁଲ ରସିଆରେ... ଗୋଟିଏ ନୁହେଁ ଦୁଇଟି ଯା’ ସୂର୍ଯ୍ୟ ଦେଓ ଓଡ଼ିଆ ସିନେମାରୁ ଗୀତକୁୁ ଅଲଗା କରିବା ଅର୍ଥ ହେଉଛି ପରିପୂର୍ଣ୍ଣ ଜୀବନରୁ ଜୀବନକୁ କାଢ଼ିନେବା । ସଂପୂର୍ଣ୍ଣ ସ୍ୱପ୍ନହୀନତା ଓ ଆଶାଶୂନ୍ୟତାକୁ ନେଇ ଯେମିତି ଜୀବନର କଳ୍ପନା କରିହୁଏ ନାହିଁ, ସେମିତି ଗୀତିମୟତା ବିନା ଓଡ଼ିଆ…

କବିତା ଏକ ମିଜାଜ୍ ଓ କବି ତା’ର ବାଦଶାହ: ପ୍ରଦୀପ କୁମାର ପଣ୍ଡା

ପ୍ରଦୀପ କୁମାର ପଣ୍ଡା ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସିଦ୍ଧ ଓ ସଶ୍ରଦ୍ଧ ଉଚ୍ଚାରଣ । ସୌଭାଗ୍ୟ କୁମାର ମିଶ୍ରଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ଆସନ୍ତାକାଲି’ (୧୯୭୪) ପତ୍ରିକାରେ ପ୍ରକାଶ ପାଏ ତାଙ୍କର ପ୍ରଥମ କବିତା । ପ୍ରଥମ ବହି ପ୍ରକାଶ ପାଏ ୨୦୦୪ରେ ‘କାକପଦ’ ଶୀର୍ଷକରେ । ପରେପରେ…