ଦୋହା ବିଶ୍ୱ ଚାମ୍ପିୟନସିପ: ଦୂତୀ ଭାଗନେବା ନେଇ ସ୍ପଷ୍ଟ କଲା ‘ଏଏଫଆଇ’
ଭୁବନେଶ୍ୱର: ବହୁ ଦ୍ୱଦ୍ୱ ଓ ଆଶଙ୍କା ମଧ୍ୟରେ ଥିବା ଓଡ଼ିଆ ସ୍ପି୍ରଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କ ଦୋହା ବିଶ୍ୱ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ନିଷ୍ପତ୍ତି ଆଜି ଚୂଡ଼ାନ୍ତ କରିଛି ଆଥଲେଟିକ୍ସ ପେଡେ଼ରେସନ ଅଫ ଇଣ୍ଡିଆ (ଏଏଫଆଇ) । ଦୌଡ଼ରାଣୀ ଦୂତି ଚାନ୍ଦ ଦୋହା ବିଶ୍ୱ ଚାମ୍ପିୟନସିପରେ ଭାଗ…