ତାମିଲନାଡୁରୁ ନିଜ ଗାଁ’ରେ ପହଞ୍ଚିଲା ପ୍ରବାସୀ ଓଡ଼ିଆ ଶ୍ରମିକ ତ୍ରିନାଥଙ୍କ ମରଶରୀର
ବୁଗୁଡା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଠିଆ ବୋରଦା ଗ୍ରାମର ତ୍ରିନାଥ ମହାରଣା (୭୬)ଙ୍କ ମରଶରୀର ତାମିଲନାଡୁରୁ ନିଜ ଗ୍ରାମ ବେଠିଆ ବରଦାରେ ୨୫ ତାରିଖ ସକାଳେ ପହଞ୍ଚିଥିବା ଜଣାପଡିଛି।
ଘଟଣା କ୍ରମରେ ସ୍ବର୍ଗତ ତ୍ରିନାଥ ମହାରଣାଙ୍କ ସମେତ ୧୬ ଜଣ ଓଡ଼ିଆ…