କରୋନାଭାଇରସ କବଳରେ ଓଡ଼ିଶାର ୨୯ ଜିଲ୍ଲା
ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଅତିକ୍ରମ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭୯ଟି ନୂଆ ମାମଲା ଚିହ୍ନଟ ହୋଇଛି।
ଏହାଛଡା ପ୍ରଥମ ଥର ପାଇଁ ସୋନପୁର ଜିଲ୍ଲା ରେ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ଓଡିଶାର ୩୦ଟି…