ୟେସ୍ ବ୍ୟାଙ୍କ ଅଂଶଧନ କିଣିବ ପେଟିଏମ୍
ନୂଆଦିଲ୍ଲୀ: ଘରୋଇ ୟେସ୍ ବ୍ୟାଙ୍କର ଅଂଶଧନ କିଣିବାକୁ ଯାଉଛି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦେଶର ଅଗ୍ରଣୀ କମ୍ପାନୀ ଭାବେ ପରିଚୟ ସୃଷ୍ଟି କରି ପରିଥିବା 'ପେଟିଏମ୍' ।
ମିଳିଥିବା ସୂଚନା ଅନୁଯାୟୀ, ଅଂଶଧନ କିଣିବିକା ନେଇ ପେଟିଏମ୍ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ସହ ଆଲୋଚନା…