Latest Odisha News

BREAKING NEWS

ଓଡ଼ିଶାରେ ଚିହ୍ନଟ ୧୦୩ କରୋନା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର, ଜାଣନ୍ତୁ…

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୦୩ କରୋନା ରୋଗୀଙ୍କ ସମ୍ପର୍କରେ ଓଡିଶା ସରକାର ସୋମବାର ଦିନ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି। ଏହି ମାମଲାଗୁଡ଼ିକ ମଧ୍ୟରୁ ୯୬ଟି କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ୭ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି। ରାଜ୍ୟ…

ଲକ୍ ଡାଉନ୍ ବିପତ୍ତିର ବିକଳ୍ପ: ଆଦିବାସୀ ସମାଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇ ମାସ ଧରି ଜାରି ରହିଥିବା ଲକ୍ ଡାଉନ୍‌ରେ ସାରା ଦେଶ ସନ୍ତୁଳି ହୋଇଗଲାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଦୋକାନ ବଜାର ବନ୍ଦ । ଛୋଟ ବେପାରୀ, ଉଠା ଦୋକାନୀ, ଗାଡ଼ି ଚାଳକ,…

କରୋନା ସହାୟତା: ଆଗାମୀ ବର୍ଷେ ଯାଏଁ ପ୍ରତି ମାସ ପିଏମ୍ କେୟାର ଫଣ୍ଡକୁ ୫୦,୦୦୦ ଲେଖାଏଁ ଦାନ କରିବେ ସେନା ମୁଖ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି । କରୋନା ମୁକାବିଲା ପାଇଁ ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ୍‌ ଏକ ବଡ଼ ଘୋଷଣା କରିଛନ୍ତି । ନିଜ ଦରମାରୁ ପ୍ରତି ମାସରେ ୫୦ ହଜାର ଲେଖାଏଁ ଟଙ୍କା…

ଆଜି ବି ଜୀବନ୍ତ ସେହି ଜଣାଣ; ଜନ୍ମ ଦିନରେ ଭଜନ ସମ୍ରାଟଙ୍କୁ ସ୍ମୃତିଚାରଣ

ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଘରେ ଘରେ ଭିକାରୀ ବଳଙ୍କୁ ସମସ୍ତେ ଜାଣନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଭିକାରୀ ବଳ ମଧ୍ୟ ‘ଭଜନ ସମ୍ରାଟ୍ ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛନ୍ତି । ଶ୍ରୀଜଗନ୍ନାଥଙ୍କର ଏହି ପରମ ଭକ୍ତ ତାଙ୍କର…

ଖ୍ୟାତନାମା ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ଦେହାନ୍ତ

ମୋହାଲି: ତିନିଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ବଲବୀର ସିଂ ସିନିୟରଙ୍କର ସୋମବାର ସକାଳେ ମୋହଲି ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲେ। ସ୍ବର୍ଗତଃ ସିଂ ଗତ କିଛି ଦିନ ଧରି ଏକାଧିକ ସ୍ୱାସ୍ଥ୍ୟ…

ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ: ୪୫ ଦିନ ମଧ୍ୟରେ ଫଳାଫଳ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ୬୦ଟି ସେଣ୍ଟରରେ ହେବାକୁଥିବା ମୂଲ୍ୟାୟନ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର…

ଜୁନ ୧ରୁ ଗଡିବ ‘ମୋ ବସ୍’

ଭୁବନେଶ୍ୱର: କଟକ, ଭୁବନେଶ୍ୱର ଏବଂ ପୁରୀରେ ଆସନ୍ତା ଜୁନ୍ ୧ ତାରିଖରୁ ‘ମୋ ବସ୍’ ସେବା ଆରମ୍ଭ ହେବ। କ୍ରୁଟର ସୂଚନାନୁଯାୟୀ, ଏନେଇ ଖୁବ୍ ଶୀଘ୍ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ମଧ୍ୟ ଜାରି କରାଯିବ। ଦେଶବ୍ୟାପୀ ଲକଡାଉନ ଯୋଗୁଁ…

କରୋନା ସତର୍କତା: ଜୁନରୁ ଜୁଲାଇ ମଧ୍ୟରେ ରାଜ୍ୟରେ ୪୬ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ଭୁବନେଶ୍ୱର: ଓଡିଶା ପାଇଁ ରହିଛି ଏକ ଭଲ ଏବଂ ଏକ ଖରାପ ଖବର। ପ୍ରଥମେ ଖରାପ ଖବର। ଆଗାମୀ ଜୁନ୍-ଜୁଲାଇରେ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୪୬.୨ ଲକ୍ଷରେ ପହଞ୍ଚିବ, ଯାହା ରାଜ୍ୟର ଜନସଂଖ୍ୟାର ୧୦% (୪.୫ କୋଟି) ହେବ! ମାତ୍ର ଖୁସି ଖବର ଏହାକି ଏହି କରୋନା ଭୁତାଣୁ…

ଅନୁଗୁଳରେ ପହଞ୍ଚିଲା ଗୁଜୁରାଟରୁ ଆସୁଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍

ଅନୁଗୁଳ: ଗୁଜୁରାଟରୁ ୧୬୫୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ସୋମବାର ସକାଳେ ଅନୁଗୁଳ ରୋଡ୍ ରେଳ ଷ୍ଟେସନରେ ପହଞ୍ଚିଛି। ପାଖାପାଖି ୨୪ଟି ଭିନ୍ନ ଭିନ୍ନ ଜିଲ୍ଲାରୁ ଆସିଥିବା ଏହି ପ୍ରବାସୀମାନଙ୍କୁ ଟ୍ରେନରୁ ଓହ୍ଲାଇବା ପରେ ସ୍କ୍ରିନିଂ କରାଯାଇଥିଲା।…

ବଢୁଛି ଚିନ୍ତା; ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୦୩ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୦୩ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି…