Latest Odisha News

BREAKING NEWS

ଭଲ ଖବର, ସୁସ୍ଥ ହେଲେ ଆଉ ୯୯ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆସିଲା ଭଲ ଖବର । କରୋନାରୁ ସୁସ୍ଥ ହେଲେ ଆଉ ୯୯ ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । Another 99 #Covid19 patients have recovered and are being discharged. 34 are from Balasore 15…

ପୁଣି ବଦଳିଲା ମାଟ୍ରିକ ମୂଲ୍ୟାୟନ ନିୟମ, କାଲିଠୁ ୧୦ରୁ ୩ଟା ଯାଏଁ ଚାଲିବ ଖାତା ଦେଖା

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ତେବେ କରୋନା ପାଇଁ ପୁଣିଥରେ ପ୍ରଭାବିତ ହୋଇଛି ମୂଲ୍ୟାୟନ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ନିୟମରେ ପରିବର୍ତ୍ତନ ଆଣିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଏହି ଅନୁସାରେ ପ୍ରତିଦିନ ତିନି ପର‌୍ୟ୍ୟାୟରେ…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିରେ ରହିବେ ୧୫୦ ସେବାୟତ

ପୁରୀ: ବଡ ଠାକୁରଙ୍କ ସ୍ନାନଯାତ୍ରା ପହଣ୍ଡି ବେଳେ ରହିବେ କମ୍ ସଂଖ୍ୟକ ସେବକ । ୧୫୦ ଜଣ ସେବାୟତରେ ହେବ ଶ୍ରୀଜିଉଙ୍କ ପହଣ୍ଡି । ଜଗନ୍ନାଥଙ୍କ ପାଇଁ ୬୦ ଜଣ, ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଜଣ ସେବାୟତ ରହିବେ । ସତ୍ୱଲିପିକୁ ଆଧାର କରି…

ହାତୀ ଆକ୍ରମଣରେ ୪ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ବନାଞ୍ଚଳ ଅଧିନସ୍ଥ ମଳିପଡା କାଜୁ ବଗିଚାରେ ୪ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ହାତୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନେ ସ୍ଥାନୀୟ ମଳିପଡା ଗାଁର ସତ୍ୟ ନାରାୟଣ ସାହୁ, ଜଗବନ୍ଧୁ ସାହୁ, କରୁଣା କର ସାହୁ ଏବଂ ଅନ୍ୟ ଜଣେ ବାବୁଲି ମହାରଣା ବୋଲି ସୁତ୍ରରୁ…

ଛିଣ୍ଡୁନି ଗଣିତ , କେବେ ଚାଲିବ ବସ୍‌?

ଭୁବନେଶ୍ୱର: ରାଜ୍ୟରେ ବସ୍ ଚଳାଚଳ କରିବାକୁ ସରକାର ଅନୁମତି ଦେଇସାରିଛନ୍ତି । ହେଲେ ଏଯାଏ ବସ୍ ସେବା ଆରମ୍ଭ ହୋଇପାରିନାହିଁ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସରକାରଙ୍କ ଅନୁମତିକୁ ସ୍ୱାଗତ କରିଥିଲେ ମଧ୍ୟ ବିଭିନ୍ନ ଦାବି ପୂରଣ ନହେଲେ ବସ୍ ଚାଲିବା ଅସମ୍ଭବ ବୋଲି କହିଛି । ବସ୍ ମାଲିକ ସଂଘ…

ସୁନ୍ଦରଗଡ଼ର କ୍ବାରେନଣ୍ଟାଇନ ସେଣ୍ଟରରୁ ୪ ପ୍ରବାସୀ ଶ୍ରମିକ ଫେରାର

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସୋଲା ବିଦ୍ୟାଳୟର କ୍ବାରେନଣ୍ଟାଇନ ସେଣ୍ଟରରୁ ସୋମବାର ଦିନ ୪ଜଣ ପ୍ରବାସୀ ଶ୍ରମିକ ଫେରାର ହୋଇଯାଇଛନ୍ତି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଚାରିଜଣ ପ୍ରବାସୀ ସୋଲା ପଞ୍ଚାୟତ ଅନ୍ତର୍ଗତ ନୁଆପାଲି ଏବଂ…

ମୁଖ୍ୟମନ୍ତ୍ରୀ ଦେଲେ ‘ଇଦ୍‌’ର ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର: ପବିତ୍ର ଇଦ-ଉଲ୍‌-ଫିତର ଅବସରରେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଶୁଖ ଓ ସମୃଦ୍ଧି କାମନା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ଏଥିଲାଗି…

ପୁରୀରେ ପୋଲିସ ଡିଜି ଅଭୟ, ସ୍ନାନପୂର୍ଣ୍ଣିମାରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା

ପୁରୀ: ପୁରୀ ରେ ପୁଲିସ୍ ଡିଜି ଅଭୟ। ରିଜର୍ଭ ପୋଲିସ କାର‌୍ୟ୍ୟାଳୟର ଜିଲ୍ଲା ପୋଲିସ ଅଫିସ କୁ ଯାଇ ସୁରକ୍ଷା ବଳର ସମୀକ୍ଷା କରିଛନ୍ତି । ପରେ ଡିପିଓରେ ଏକ ସ୍ୱତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ବିଶେଷ କରି ସ୍ନାନପୂର୍ଣ୍ନିମା ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ତାଙ୍କ ସହ…

ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଗଡିଲାନି ବସ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବସ୍ ଚାଲିବା ନେଇ ରବିବାର ଦିନ ସୂଚନା ମିଳିଥିଲା। ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଆଜି ବସ ଚାଲି ନଥିବା ଜଣାପଡିଛି । ରାଜ୍ୟରେ ଘରୋଇ ବସ୍ ଚଳାଚଳ ନେଇ ମାଲିକ ସଂଘ ଅଭିଯୋଗ କରିଛନ୍ତି । ବସ ମାଲିକ ସଙ୍ଘଙ୍କ ଅଭିଯୋଗ ଅନୁଯାୟୀ ସରକାର ଆଲୋଚନା ପାଇଁ ଏଯାବତ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ଦିନ ୧୨ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫୦ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…