Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ କୋରାପୁଟ, ଝାରସୁଗୁଡା, ସମ୍ବଲପୁର, ବାଲେଶ୍ୱର,…

ଆରପାରିରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ

ନୂଆଦିଲ୍ଲୀ: ସୁପି୍ରମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ରାମ ଜେଠମଲାନୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଉଲ୍ଲେଖଯୋଗ୍ୟ, ସେ ବିଜେପିର ସାଂସଦ ଭାବେ ରହିଥିବା ବେଳେ ସେ…

ଜାଣନ୍ତୁ, ‘ଓଁକାର ଜପ’ର ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା !

କୁହାଯାଏ, ସୃଷ୍ଟିର ଆରମ୍ଭରୁ ହିଁ ଓଁକାର ନାଦର ସୃଷ୍ଟି । ଏହି ପବିତ୍ର ଓଁକାର ଶବ୍ଦରେ ହିଁ ସ୍ରଷ୍ଟା ଏହି ସୁନ୍ଦର ସୃଷ୍ଟି ରଚନା କରିଛନ୍ତି । ବହୁ ପ୍ରାଚୀନ ହିନ୍ଦୁ ଗ୍ରନ୍ଥାବଳୀ ଅନୁସାରେ ଓଁକାର ନାଦର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବରୁ । ଓଁକାର ହିଁ ପ୍ରାଣରେ ପ୍ରାଣ ଶକ୍ତିରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୮-୦୯-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୦୮ ରିଖ ରବିବାର ସିଂହ ୨୩ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ…

ଓଡ଼ିଶା ପହଞ୍ଚିଲେ ଜଗା-କାଳିଆ

ଭୁବନେଶ୍ୱର: କନ୍ଧମାଳର ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ସେମାନେ ନୂଆଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକରେ ଆସି ପହଞ୍ଚିଛନ୍ତି ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଦୁଇଦିନ ପୂର୍ବେ ଓଡ଼ିଶା ଏସସିବିରୁ ଦୁଇଜଣିଆ ଡାକ୍ତରୀ…

ଫାଓ ଲିଗ୍ ଫୁଟବଲ୍ ଖେଳୁଥିବା ବେଳେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ

କଟକ: କଟକରେ ଅନୁଷ୍ଠିତ ହେଉଥିବା ଫାଓ ଲିଗ୍ ଫୁଟବଲ୍ ମ୍ୟାଚରେ ଖେଳିବା ଅବସ୍ଥାରେ ଜଣେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ଅନୁଷ୍ଠିତ ହେଉଥିବା ଫାଓ ଫୁଟବଲ୍ ଲିଗ ମ୍ୟାଚରେ ଏସବିଆଇ ଦଳ ଖେଳାଳି ଶନିବାର ଦିନ ଅପରାହ୍ନରେ ଏକ ମ୍ୟାଚ ଖେଳୁଥିବା ସମୟରେ କୌଣସି…

ପୋଷଣଯୁକ୍ତ ଖାଦ୍ୟର ଉପାଦେୟତା: ଆଦାନୀ ଫାଉଣ୍ଡେସନର ସଚେତନତା କାର୍ଯ୍ୟକ୍ରମ

ଧାମରା: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ପୁଷ୍ଟି ସମ୍ବନ୍ଧୀୟ ଉଚିତ ପରାମର୍ଶ ଦେବା ଲକ୍ଷ୍ୟ ନେଇ ସଚେତନତା କାର୍ଯ୍ୟକ୍ରମ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ଏହି…

ସୁସ୍ମିତା ବାଗଚୀ, ଆକାଶ ଦାସନାୟକ ଓ ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ସୁସ୍ମିତା ବାଗଚୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ତାଙ୍କୁ ‘ମୋ ସ୍କୁଲ’ର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିପରି ଭାବେ ବିଜେଡ଼ି ନେତା ଆକାଶ ଦାସନାୟକଙ୍କୁ ‘ମୋ କଲେଜ’ର ଅଧ୍ୟକ୍ଷ ଏବଂ ମାନସ ମଙ୍ଗରାଜଙ୍କୁ…

ଆମ୍ରି ହସ୍ପିଟାଲସ ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲସ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ଫିଜିଓଥେରାପି ଦିବସ ୨୦୧୯ ଉପଲକ୍ଷେ ଏକ କଂଟିନିଅସ୍ ଫିଜିଓଥେରାପି ଏଡୁକେସନ୍ (ସି.ପି.ଇ) କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଯେଉଁଥିରେ ଓଡ଼ିଶାର ସମସ୍ତ ଜିଲ୍ଲାର ୧୦୦ରୁ ଅଧିକ ପେସାଦାର ଫିଜିଓଥେରାପି ବିଶାରଦମାନେ ଅଂଶଗ୍ରହଣ…