Latest Odisha News

BREAKING NEWS

ବାତ୍ୟା ‘ଅମ୍ଫାନ’ ଯୋଗୁଁ ନଷ୍ଟ ହୋଇଛି ୧୫୧ କି.ମି ଗ୍ରାମ୍ୟ ରାସ୍ତା

ଭୁବନେଶ୍ୱର: ଆସିଲା ସାମୁଦ୍ରିକ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ରିପୋର୍ଟ । ଅମ୍ଫାନ ଯୋଗୁଁ ଓଡିଶାରେ ୧୫୧ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏହାର ମରାମତି ପାଇଁ ୩ କୋଟି ୮୮ ଲକ୍ଷ ଟଂକାର ପାଣ୍ଠି ଆବଶ୍ୟକ । ସେହିପରି ରାସ୍ତାରେ ପଡିଥିବା ଗଛ ସଫା କରିବା ପାଇଁ ୫୦ ଲକ୍ଷ ୯୨ ହଜାର…

କେନ୍ଦ୍ର ସହାୟତାରେ ବୋଧେ ଓଡ଼ିଶା ସନ୍ତୁଷ୍ଟ: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାକୁ ସାମୁଦ୍ରିକ ଝଡ ଅମ୍ଫାନ ସହାୟତା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ କହିଛନ୍ତି, କ୍ଷୟକ୍ଷତି ନେଇ ଓଡ଼ିଶା କେନ୍ଦ୍ର ପାଖରୁ ଚାଁହୁ ଥିଲା କଣ? ସେ ଦେଲେ କଣ ? ଯେତିକି ଦେଲେ ସେଥିରେ ବୋଧେ ଓଡିଶା…

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ସରକାରଙ୍କ କରୋନାକୁ ନେଇ ନିଆଯାଇଥିବା ସଚେତନମୂଳକ ପଦକ୍ଷେପକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଲକଡାଉନ୍ ୪ରେ ତ ସବୁ କିଛି ଖୋଲୁଛନ୍ତି । ତେବେ ଗଣତନ୍ତ୍ରକୁ…

ହଠାତ ମାଡି ଆସିଲା ପାଣି, ବୈତରଣୀରେ ବୁଡି ଗଲା ୫ ହାଇୱା

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧିନ ବୈତରଣୀ ନଦୀର ଲିଙ୍ଗେଶ୍ୱର ଘାଟି ନିକଟରେ ବୁଡି ଗଲା ୫ଟି ହାଇୱା ଗାଡି । ଏଥିସହ ଗୋଟିଏ ଲୋଡିଂ ମେସିନ୍ ମଧ୍ୟ ବୁଡି ଯାଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରଇଭର ଓ ହେଲ୍ପର । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଆଖୁଆପଦା ବାଲି ଖାଦାନ ରୁ…

‘ଉମଙ୍ଗ ଆପ’ରୁ ଜାଣିପାରିବେ ପାଣିପାଗ ସମ୍ବନ୍ଧୀୟ ଏହି ୭ଟି ସୂଚନା

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ 'ଉମଙ୍ଗ ଆପ' ଆରମ୍ଭ କରାଯାଇଛି। ଯାହାକୁ ବ୍ୟବହାର କରି ଲୋକମାନେ ପାଣିପାଗ ସମ୍ବନ୍ଧୀୟ ୭ ପ୍ରକାରର ସୂଚନା ପାଇପାରିବେ। ଆଇଏମଡିର ୱେବସାଇଟ୍ www.mausam.imd.gov.inରେ ପ୍ରକାଶିତ ହେଉଥିବା ସୂଚନା ମଧ୍ୟରୁ ନିମ୍ନଲିଖିତ ସାତଟି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କରୋନାଠୁ ଅଧିକ ମାରାତ୍ମକ ଟମାଟୋ ଭାଇରସ୍ !

ଭୁବନେଶ୍ୱର: କରୋନା ଭାଇରସ୍‌ଠୁ ଅଧିକ ମାରାତ୍ମକ ଟମାଟୋ ଓରଫ ତ୍ରୀରଙ୍ଗା ଭାଇରସ୍ । ତେବେ ଏ କଥା ଆମେ ନୁହେଁ ବରଂ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ଟିଭି9 ଭାରତବର୍ଷ ଦାବି କରିଛି । ଦାବି ଅନୁଯାୟୀ ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି କରୋନାଭାଇରସ୍‌ର ନୂଆ ଭର୍ସନ୍ । ଆଉ ତା ପୁଣି ଟମାଟୋ ବା ବିଲାତି…

ରେନ୍ ଦି ବାର୍‌ରେ ପୋଲିସର ରେଡ୍‌, ଲକ୍ଷାଧିକ ଟଙ୍କାର ମଦ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ରେନ୍ ଦି ବାର୍‌ରେ କମିଶନରେଟ୍ ପୋଲିସ ରେଡ୍ କରିଛି । କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ୍ ପକ୍ଷରୁ ଏହି ଚଢ଼ାଉ ହୋଇଛି । ଏହି ସମୟରେ ଲକ୍ଷାଧିକ ଟଙ୍କାର ମଦ ଜବତ କରାଯାଇଛି । କ୍ୟୁଏଟି ଓ ଲକ୍ଷ୍ମୀସାଗର ଥାନା ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ରେନ୍ ଦି…

ଲଦାଖ ପରିଦର୍ଶନରେ ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ଠାରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ଉତ୍ତେଜନ ବୃଦ୍ଧି ପାଇଛି । ଚୀନ୍ ସହ ଅମୀମାଂଶିତ ସୀମା ନିରାପତ୍ତା ସ୍ଥିତି ସମୀକ୍ଷା କରିବାକୁ ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ ଲଦାଖ ପରିଦର୍ଶନରେ ଯାଇଥିଲେ ।  ‌ଜେନେରାଲ୍ ନରୱଣେ…

ପୁରୀର ସାତ ଲହଡ଼ି ମଠ କଥା…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଅତିବଡୀ ଜଗନ୍ନାଥ ଦାସଙ୍କର ତିରୋଭାବ ପୀଠ ଭାବେ ସାତ ଲହଡି ମଠ ଶ୍ରୀକ୍ଷେତ୍ର ତଥା ସମଗ୍ର ଓଡିଶାରେ ସୁପରିଚିତ । ଉତ୍କଳର ଗଜପତି ପ୍ରତାପରୁଦ୍ର ଦେବ ଅତିବଡୀଙ୍କୁ ବହୁତ ସମ୍ମାନ…

ବିହାରର ସାଇକ୍ଲିଂ ଗର୍ଲଙ୍କ ପ୍ରଶଂସାରେ ଇଭାଙ୍କା ଟ୍ରମ୍ପ ଶତମୁଖ

ୱାଶିଂଟନ: ଭଲ କାର୍ଯ୍ୟକୁ ସବୁଠାରେ ପ୍ରଶଂସା ମିଳିଥାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଲା ବିହାରର ୧୫ ବର୍ଷୀୟା ଜ୍ୟୋତି କୁମାରୀଙ୍କ ପ୍ରଶଂସନୀୟ ଉଦ୍ୟମ । ଲକଡାଉନ ସମୟରେ ଜ୍ୟୋତି ହରିୟାଣାରୁ ସାଇକେଲରେ ବସାଇ ତାଙ୍କ ବାପାଙ୍କୁ ବିହାର ଆଣିଥିଲେ । ୧୨୦୦ କିଲୋମିଟର ରାସ୍ତାକୁ ସେ ୭ ଦିନରେ…