Latest Odisha News

BREAKING NEWS

ପୋଲିଓ ଟୀକା ନେବା ପରେ ୨ମାସର ଶିଶୁକନ୍ୟା ମୃତ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଲିଓ ଟୀକା ନେବା ପରେ ଜଣେ ୨ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ମୃତ ଶିଶୁଟି ନରନପୁର ଗ୍ରାମର ସ୍ମୃତିରଞ୍ଜନ ବିଶ୍ୱାଳ ଓ ଜୋତ୍ସାରଣୀ ବିଶ୍ୱାଳଙ୍କ ଝିଅ ବୋଲି ଜଣାପଡିଛି । ମିଳିଥିବା…

ଆମ୍ ଆଦମୀ ପାର୍ଟି ଛାଡିଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟିକା ଅଳକା ଲାମ୍ବା ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରିଛନ୍ତି । https://twitter.com/LambaAlka/status/1169832163711148033?s=08 ତାଙ୍କ…

ପ୍ରବଳ ବର୍ଷାରେ ସ୍ଥିତି ବେହାଲ, ଗଞ୍ଜାମ ଓ କନ୍ଧମାଳରେ ସବୁ ସ୍କୁଲ ବନ୍ଦ

ଗଞ୍ଜାମ: ଗଞ୍ଜାମରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଶୁକ୍ରବାର ଦିନ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । ଏପରିକି ସବୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ବିଦ୍ୟାଳୟଗୁଡିକ ବନ୍ଦ…

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ !

କାହା ଲାଗି ସରୁନଥିବା ଏ ଲୁହର ଉତ୍ସବ ! କେଦାର ମିଶ୍ର କବିତାରେ ଅନ୍ଧାର ଓ ଅନ୍ଧାର ଭିତରେ ବିବିଧ ସ୍ୱରର କାନ୍ଦଣା । କବିତା କେବଳ ଲୁହର ଲୁଣି ସମୁଦ୍ର । ସେ ସମୁଦ୍ର ଦେଖିବାକୁ ସୁନ୍ଦର, ହେଲେ ଅକାତକାତ ପାଣି ଶୋଷ ମାରିପାରେନା । ଲୁହର ସମୁଦ୍ର ସବୁ କାଳେ ଆମ କବିତାକୁ ସୁନ୍ଦର କରିଛି ।…

୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୧୧ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…

ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ପୁରୀ ବିଶ୍ୱ ଐତିହ୍ୟ ନଗରୀର ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଖୁବ୍ ଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଅନ୍ୟ ପକ୍ଷରେ ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ…

ବଲିଉଡର କିଛି ଅଜଣା ‘ରିଲ ଲାଇଫ କପୁଲ’, ଯିଏ ରିୟଲରେ ମଧ୍ୟ ସ୍ୱାମୀ-ସ୍ତ୍ରୀ

ମୁମ୍ବାଇ: ବଲିଉଡର ଏମିତି ଅନେକ କଳାକାରଙ୍କ ବିଷୟରେ ଆମେ ଜାଣିଛନ୍ତି ଯେଉଁମାନେ ଉଭୟ ରିଲ ଓ ରିୟଲ ଲାଇଫରେ ସ୍ବାମୀ-ସ୍ତ୍ରୀ ଅଟନ୍ତି । ଯେମିତି ବିଗ-ବି ଅମିତାଭ ଓ ଜୟା ବଚ୍ଚନ, ରିତେଶ ଦେଶମୁଖ ଓ ଜେନେଲିଆ, ଆଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ଏହି ଭଳି ଆହୁରି ଅନେକ । ଏହିଭଳି ନାମିଦାମୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୬-୦୯-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୦୬ ରିଖ ଶୁକ୍ରବାର ସିଂହ ୨୧ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ…